ପ୍ରଚଣ୍ଡ ପ୍ରହାର ଭିତରେ ଭୂକମ୍ପରେ ଥରିଲା ପାକିସ୍ତାନ

ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ପାକିସ୍ତାନକୁ ମିଳିଛି ଧର୍ମଦଣ୍ଡ। ଏପଟେ ଭାରତଠାରୁ ପ୍ରଚଣ୍ଡ ପ୍ରହାର ଖାଉଥିବା ‌ବ‌େଳେ ଦାଉ ସାଧୁଛି ପ୍ରକୃତି। ଗତକାଲି ରାତିରେ ପାକିସ୍ତାନରେ ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। 

୍ୁ ଚ

ଇସ୍‌ଲାମବାଦ୍‌: ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ପାକିସ୍ତାନକୁ ମିଳିଛି ଧର୍ମଦଣ୍ଡ। ଏପଟେ ଭାରତଠାରୁ ପ୍ରଚଣ୍ଡ ପ୍ରହାର ଖାଉଥିବା ‌ବ‌େଳେ ଦାଉ ସାଧୁଛି ପ୍ରକୃତି। ଗତକାଲି ରାତିରେ ପାକିସ୍ତାନରେ ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। 

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନ୍‌ସିଏସ୍‌) କହିଛି ଯେ ଆଜି ପାକିସ୍ତାନରେ ଦିନ ୦୧.୪୪ (ଆଇଏସ୍‌ଟି) ରେ ରିକ୍ଟର ସ୍କେଲରେ ୪.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏହି ଭୂକମ୍ପରେ କେହି ମୃତାହତ ହୋଇନାହାନ୍ତି ବା ଏଥିରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe