ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଦେଇଥିବା ବିଛା ଟିପ୍ପଣୀ ପାଇଁ କଂଗ୍ରେସ ନେତା ଶଶି ଥରୁର୍ଙ୍କ ବିରୋଧରେ ୱାରେଣ୍ଟ୍ ଜାରି ହୋଇଛି। ଶଶି ଥରୁର୍ଙ୍କ ବିରୋଧରେ ଥିବା ଅପରାଧିକ ମାନହାନି ମାମଲାରେ ସେ କୋର୍ଟରେ ହାଜର ନହେବାରୁ ଦିଲ୍ଲୀ କୋର୍ଟ ଆଜି ଥରୁର୍ଙ୍କ ବିରୋଧରେ ଜାମିନ ଯୋଗ୍ୟ ୱାରେଣ୍ଟ୍ ଜାରି କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତବର୍ଷ ଅକ୍ଟୋବରରେ ଥରୁର୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶିବଲିଙ୍ଗ ଉପରେ ବିଛା ସହ ତୁଳନା କରି ବିବାଦୀୟ ବୟାନ ଦେଇଥିଲେ।
ବିଛା ଟିପ୍ପଣୀ ପାଇଁ ଥରୁର୍ଙ୍କ ବିରୋଧରେ ୱାରେଣ୍ଟ୍
Advertisment
Follow Us