ଚୀନ୍‌ ବିରୋଧରେ ଲଢ଼ିବାକୁ ଆମେ ପ୍ରସ୍ତୁତ: ବିପିନ ରାୱତ

Advertisment
ଚୀନ୍‌ ବିରୋଧରେ ଲଢ଼ିବାକୁ ଆମେ ପ୍ରସ୍ତୁତ: ବିପିନ ରାୱତ

Image Courtesy of Hindustan Times

ନୂଆଦିଲ୍ଲୀ: ଚୀନ୍‌ ସହ ଲଢ଼ିବାକୁ ଭାରତୀୟ ସେନା ପ୍ରସ୍ତୁତ ଅଛି। ଭାରତୀୟ ସେନା ଜଳ, ସ୍ଥଳ ଓ ଆକାଶରେ ଚୀନ ବିରୋଧରେ ଲଢ଼ିବାର କ୍ଷମତା ରଖିଛି ବୋଲି ସିଡିଏସ୍‌ ଜେନେରାଲ୍‌ ବିପିଓ ରାୱତ କହିଛନ୍ତି। ଜେନେରାଲ ରାୱତ କହିଛନ୍ତି, ଆମେ ଲଦାଖରେ ଚୀନ୍ ସହ ବରାବର ସ୍ଥିତିରେ ଅଛୁ। ଏଲ୍‌ଏସିରେ ଚୀନ୍‌ ସହ ମୁହାଁମୁହିଁ ପାଇଁ ଆମ ସେନା ଅତି ଉଚ୍ଚମାନର ପ୍ରସ୍ତୁତି ଚଳାଇଛନ୍ତି ବୋଲି ରାୱତ କହିଛନ୍ତି। ସେନା ବ୍ୟବସ୍ଥାର ଆଧୁନିକୀକରଣ ସହ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କରାଯିବା ଫଳରେ ଭାରତୀୟ ସେନା ଏବେ ଚୀନ୍‌ ସହ ବରାବର ହୋଇପାରିଛି। ଭାରତୀୟ ସେନା ଚୀନ୍‌ର ସାମ୍ନା କରିବାକୁ ପ୍ରସ୍ତୁତ ବୋଲି ରାୱତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe