ଧାରା ୩୭୧କୁ ଛୁଇଁବୁ ନାହିଁ: ଶାହ

Advertisment
ଅମିତ ଶାହଙ୍କ ମନ୍ତବ୍ୟକୁ ନୀତୀଶଙ୍କ ତାଚ୍ଛଲ୍ୟ, ଇତିହାସକୁ କେମିତି ବଦଳାଯାଇପାରିବ?

The Tribune

ଗୁଆହାଟୀ: ଉତ୍ତର-ପୂର୍ବ ରାଜ୍ୟମାନଙ୍କୁ ସ୍ବତନ୍ତ୍ର ସୁବିଧା ଦେଉଥିବା ଧାରା‌ ୩୭୧ ଅକ୍ଷୁର୍ଣ୍ଣ ରହିବ। ଏଥିରେ କେହି ହାତ ମାରିବେ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇ ଶାହ ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ବସବାସ କରୁଥିବା ଜନଜାତିର ଲୋକଙ୍କ ପାଇଁ ଥିବା ସମ୍ବିଧାନର ଧାରା ୩୭୧ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଣୁ ଉତ୍ତର-ପୂର୍ବ ରାଜ୍ୟମାନେ ଏ ନେଇ ନିଶ୍ଚିତ ରହିବାକୁ ଶାହ ଆହ୍ବାନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe