ଅଯୋଧ୍ୟା ରାୟ: ରିଭ୍ୟୁ ପିଟିସନ୍‌ ଦାଏର କରିବ ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ୍‌ ବୋର୍ଡ

Advertisment
ଅଯୋଧ୍ୟା ରାୟ: ରିଭ୍ୟୁ ପିଟିସନ୍‌ ଦାଏର କରିବ ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ୍‌ ବୋର୍ଡ

Image Source: ANI

ନୂଆଦିଲ୍ଲୀ: ଶନିବାର ପ୍ରକାଶ ପାଇଁ ଥିବା ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିଲେ ବି ତାହା ସନ୍ତୋଷଜନକ ନୁହେଁ ବୋଲି ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ୍‌ ବୋର୍ଡର ଓକିଲ ଜାଫାରିୟାବ୍‌ ଜିଲାନି କହିଛନ୍ତି।

ସେ କହିଛନ୍ତି: ରାୟ ପ୍ରତି ସମ୍ମାନ ପ୍ରଦର୍ଶନ କରୁଛୁ, କିନ୍ତୁ ରାୟ ସନ୍ତୋଷଜନକ ନୁହେଁ। ଏହାର ସତ୍ୟତା ଉପରେ କେଉଁଠାରେ କୌଣସି ପ୍ରମାଣ ଦିଆଯାଇ ନାହିଁ। ଯଦି ଆମ କମିଟି ଏକମତ ହୁଏ ଆମେ ରିଭ୍ୟୁ ପିଟିସନ୍‌ ଦାଏର୍‌ କରିବୁ। ଏହା ଆମର ଅଧିକାର ଏବଂ ସୁପ୍ରିମ୍‌ କୋର୍ଟଙ୍କ ନିମୟ ଅନ୍ତର୍ଭୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe