ଆମେ ଛାଡିବୁ ନାହିଁ, ଆତଙ୍କବାଦୀଙ୍କୁ କଡ଼ା ଜବାବ ମିଳିବ: ଓମର ଅବଦୁଲ୍ଲା

Advertisment

ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ, ପର୍ଯ୍ୟଟକଙ୍କ ନାମ ପଚାରି ସେମାନଙ୍କୁ ଗୁଳି କରାଯାଇଛିଲା। ଏଥିରେ ୨୭ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଆହତ ହୋଇଛନ୍ତି...

Updated On

ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ, ପର୍ଯ୍ୟଟକଙ୍କ ନାମ ପଚାରି ସେମାନଙ୍କୁ ଗୁଳି କରାଯାଇଛିଲା। ଏଥିରେ ୨୭ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଆହତ ହୋଇଛନ୍ତି...

ଅଦ୍ୟତନ ହୋଇଛି
We will not give up, terrorists will get a strong response: Omar Abdullah

We will not give up, terrorists will get a strong response: Omar Abdullah Photograph: (sambad.in)

ଶ୍ରୀନଗର: ଜମ୍ମୁ-କଶ୍ମୀରର ପହଲଗାମରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଅନେକ ପର୍ଯ୍ୟଟକଙ୍କୁ ଗୁଳିମାଡ଼ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଆତଙ୍କବାଦୀମାନେ ଲୋକଙ୍କ ନାମ ପଚାରିବା ପରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୨୭ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଆହତ ହୋଇଛନ୍ତି। ଏହି ଆକ୍ରମଣ ସମ୍ପର୍କରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ଏକ ମନ୍ତବ୍ୟ ସାମ୍ନାକୁ ଆସିଛି।

ଅଧିକ ପଢ଼ନ୍ତୁ: ବିଏମସି ନିର୍ବାଚନରେ ଭାଇ-ଭାଇ,ଦାଦା-ପୁତୁରା ଏକାଠି ହେବା ନେଇ ଚର୍ଚ୍ଚା

Jammu & Kashmir

 Jammu & Kashmir | omar-abdullah 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe