ଦିଲ୍ଲୀରୁ ହଟିଲା ସପ୍ତାହାନ୍ତ କର୍ଫ୍ୟୁ

Advertisment
ଦିଲ୍ଲୀରୁ ହଟିଲା ସପ୍ତାହାନ୍ତ କର୍ଫ୍ୟୁ

NDTV.com

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମଣରେ ଉଲ୍ଲେଖନୀୟ ହ୍ରାସ ହୋଇଥିବାରୁ କଟକଣା ମଧ୍ୟ କୋହଳ ହୋଇଛି। ରାଜଧାନୀ ଦିଲ୍ଲୀରୁ ସପ୍ତାହାନ୍ତ କର୍ଫ୍ୟୁ ହଟାଇ ଦିଆଯାଇଛି। ତେବେ ନାଇଟ୍‌ କର୍ଫ୍ୟୁ ଜାରି ରହିବ ବୋଲି ସରକାର ଘୋଷଣା କରିଛନ୍ତି। ଏହା ସହିତ ଦିଲ୍ଲୀରେ ବଜାର ଏବଂ ଦୋକାନଗୁଡ଼ିକ ଅଡ୍‌ ଇଭନ୍‌ ଫର୍ମୁଲାରେ ହିଁ ଖୋଲିବ। ଦିଲ୍ଲୀ ବିପର୍ଯ୍ୟ ପରିଚାଳନା ପ୍ରାଧିକରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରେଷ୍ଟୁରାଣ୍ଟଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ୫୦ ପ୍ରତିଶତ କର୍ମଚାରୀ ଉପସ୍ଥାନରେ ଚାଲିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe