ନୂଆଦିଲ୍ଲୀ: ଭାରତ କରୋନା ମୁକାବିଲା କ୍ଷେତ୍ରରେ ନେଇଥିବା ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ଏବଂ କରୋନାକୁ ହରାଇବା ପାଇଁ ଭାରତର ବିଶାଳ କ୍ଷମତା ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ନିର୍ଦ୍ଦେଶକ ଡ. ମାଇକେଲ୍ ଜେ ରାୟନ୍ କହିଛନ୍ତି। କରୋନା ମୁକାବିଲା ପାଇଁ ଭାରତ ସରକାର ଯେଭଳି ପ୍ରସ୍ତୁତ ହୋଇଛନ୍ତି ଏବଂ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରୁ ହିଁ ଯେଭଳି ପଦକ୍ଷେପ ନେଇଛନ୍ତି ତାହା ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏ ଦିଗରେ ଭାରତ ବିଶ୍ବକୁ କରୋନା ବିରୋଧୀ ଲଢ଼େଇରେ ମାର୍ଗଦର୍ଶନ କରିଛି ବୋଲି ସେ କହିଛନ୍ତି।
କରୋନାକୁ ହରାଇବା ପାଇଁ ଭାରତର ବିଶାଳ କ୍ଷମତା ରହିଛି: ଡବ୍ଲୁଏଚ୍ଓ
Advertisment
Follow Us