ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭାରୁ ଅଯୋଗ୍ୟ ଘୋଷିତ ହେବା ସମ୍ପର୍କରେ କିଛି କହିବାକୁ ଆଜି ମନା କରିଛନ୍ତି। ସେ କହିଛନ୍ତି ଯେ ଏହି ମାମଲା ଅଦାଲତରେ ଥିବାରୁ ସେ କୌଣସି ବୟାନ ଦେବାରୁ ଦୂରେଇ ରହିଛନ୍ତି। ରାହୁଲ ଗାନ୍ଧିଙ୍କ ମାମଲା ନେଇ ନୀତୀଶଙ୍କ ନୀରବତା ବିରୋଧୀ ମହଲରେ ଚିନ୍ତାର କାରଣ ହୋଇଛି। ଅତୀତରେ ମଧ୍ୟ ନୀତୀଶ କଂଗ୍ରେସକୁ ବିଭିନ୍ନ ପ୍ରସଙ୍ଗରେ ଖୋଲା ସମର୍ଥନ ଦେଇନାହାନ୍ତି।
ରାହୁଲଙ୍କ ଅଯୋଗ୍ୟତା ବିଷୟରେ କିଛି କହିବି ନାହିଁ: ନୀତୀଶ
Advertisment
Follow Us