ଉଠିଥିବା ଅଭିଯୋଗ ଉପରେ ଇଡି ତଦନ୍ତ କରିବ କି?

Advertisment
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ, ଗୋଆରୁ ଆଇନଜୀବୀ ବିନୋଦ ଚୌହାନଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲଭ ଅଭିଯୋଗ କରିଛନ୍ତି ଯେ ଇଡି, ସିବିଆଇ ପ୍ରଭୃତି ସମସ୍ତ କେନ୍ଦ୍ରୀୟ ସଂସ୍ଥା ସରକାର ଆଗରେ ଧାଡ଼ି ଲଗେଇଛନ୍ତି- ସରକାର ଯାହା ନିର୍ଦ୍ଦେଶ ଦେବେ ତାହା ପାଳନ କରିବେ। ରାହୁଲ ଗାନ୍ଧିଙ୍କୁ ଇଡି ଜେରା ଉପରେ ବଲ୍ଲଭ କହିଲେ ଯେ ତାଙ୍କ ନାମକୁ ଓ କଂଗ୍ରେସକୁ ବଦନାମ କରିବା ପାଇଁ ଜାଣିଶୁଣି ଏହା କରାଯାଉଛି। ଏହା ମାଧ୍ୟମରେ ବିଜେପି କଂଗ୍ରେସ ଓ ଗାନ୍ଧି ପରିବାର ଉପରେ ରାଜନୈତିକ ପ୍ରତିଶୋଧ ନେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe