ଅଗଷ୍ଟ ମାସରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେବା !

ଅଗଷ୍ଟ ମାସରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେବା !

India TV

ନୂଆଦିଲ୍ଲୀ: ଅଗଷ୍ଟ ପୂର୍ବରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଚେଷ୍ଟା କରାଯିବ ବୋଲି ସୂଚନା ଦେଇଛନ୍ତି  କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ । ଏହା ପୂର୍ବରୁ ଏହି ସପ୍ତାହରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବାର ଘୋଷଣା କରିଥିଲେ ଶ୍ରୀ ପୁରୀ । ସୋମବାର ଠାରୁ  ଘରୋଇ ବିମାନ ଚଳାଚଳ ଆରମ୍ଭ ହେବାକୁ ଥିବା ବେଳେ ଏବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ନେଇ ସଙ୍କେତ ଦେଇଛନ୍ତି ବିମାନ ଚଳାଚଳ ମନ୍ତ୍ରୀ |

Coronavirus lockdown | Domestic flight operations likely to resume ... Moneycontrol

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ର ତଥ୍ୟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଘରୋଇ ବିମାନ ସମସ୍ତ ରୁଟରେ ଚଳାଚଳ କରିବ, ମୋଟ ୩୫ଟି ସହରରୁ ଉଡ଼ାଣ ଭରିବା ସହ ୩୯ଟି ସହରରେ ବିମାନ ବନ୍ଦରରେ ଅବତରଣ କରିବ। ସରକାର ଆସନ୍ତା ତିନି ମାସ ପାଇଁ ବିମାନ ଭଡା ସୀମା ସ୍ଥିର କରିଛନ୍ତି। ବିମାନ ସେବା ଆରମ୍ଭ ହେଵା ପରେ ଯାତ୍ରୀଙ୍କ ଭିଡ ଅଧିକ ରହିବା ସହ ଟିକେଟର ଚାହିଦା ଅଧିକ ରହିବାକୁ ଦୃଷ୍ଟିରେ ରଖି ଏୟାରଲାଇନ୍ସ ଦ୍ୱାରା ଟିକେଟ ପାଇଁ ଅଧିକ ରାଶି ଆଦାୟ ନ କରିବାକୁ ନିର୍ଦେଶ ଦିଆଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe