ଏଫ୍‌ଏଟିଏଫ୍‌ ରାୟ ସହ ଇ୍ରମାନ୍‌ଙ୍କ ସମସ୍ୟା ଅଧିକ ବଢ଼ିବ

Advertisment
ପୁଲିସକୁ ଚକ୍‌ମା ଦେଲେ ଇମ୍ରାନ

Asianet News

ନୂଆଦିଲ୍ଲୀ, : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନେତୃତ୍ବକୁ ଚ୍ୟାଲେଂଜ କରିଛନ୍ତି ୧୧ ବିରୋଧୀ ଦଳର ଏକ ମିଳିତ ମେଣ୍ଟ। ବିରୋଧୀଙ୍କ ପାଇଁ ଇମ୍ରାନ୍‌ଙ୍କ ସମସ୍ୟା ବଢ଼ିଯାଇଛି। କିନ୍ତୁ ଆଗକୁ ଇମ୍ରାନ୍‌ଙ୍କ ସମସ୍ୟା ଆହୁରି ଅଧିକ ବଢ଼ିଯିବ। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଦିଗରେ ପାକିସ୍ତାନ କ’ଣ କରୁଛି ସେହି ରେକର୍ଡ ଟ୍ରାକ୍‌ କରିବେ ଏଫ୍‌ଏଟିଏଫ୍‌ (ଫାଇନାନସିଆଲ ଆକ୍ସନ୍‌ ଟାସ୍କ ଫୋର୍ସ‌୍)। ଏଫ୍‌ଏଟିଏଫ୍‌ ରାୟ ସହ ଇମ୍ରାନ୍‌ଙ୍କ ସମସ୍ୟା ଅଧିକ ବଢ଼ି ଯାଇପାରେ। ପ୍ୟାରିସ୍‌ରେ ଅବସ୍ଥାପିତ କୂଟନୀତିଜ୍ଞ ଏବଂ ଆତଙ୍କବାଦ ନିରୋଧ ବିଶେଷଜ୍ଞଙ୍କ ଅନୁଯାୟୀ ଏଫ୍‌ଏଟିଏଫ୍‌ କମିଟି ଆସନ୍ତା ଅକ୍ଟୋବର ୨୧-୨୩ ମଧ୍ୟରେ ଏକ ଭର୍ଚୁଆଲ୍‌ ବୈଠକ ରଖିଛନ୍ତି। ‌ତେବେ ଏଫ୍‌ଏଟିଏଫ୍‌ ଦ୍ବାରା ପାକିସ୍ତାନ ପାଇଁ ଏକ ନୂଆ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ ହୋଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe