Business Insider
ହେଲ୍ସିଙ୍କି: ଫିନ୍ଲାଣ୍ଡ୍ର ସୋସିଆଲ ଡିମୋକ୍ରାଟ୍ ନେତା ୩୪ ବର୍ଷୀୟା ପୂର୍ବତନ ପରିବହନ ମନ୍ତ୍ରୀ ସନା ମାରିନ୍ଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଛି। ସନା ବିଶ୍ବର ସବୁଠୁ କମ୍ ବୟସର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ବିଦାୟୀ ପ୍ରଧାନମନ୍ତ୍ରୀ ଆଣ୍ଟି ରିନ୍ନେଙ୍କୁ ପରାଜିତ କରି ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହାବାଦ୍ ସନା ଅନ୍ୟ ୪ଟି ଦଳକୁ ନେଇ ଗଠିତ ମେଣ୍ଟର ନେତୃତ୍ବ ନେବେ। ଏହି ସମସ୍ତ ଦଳର ନେତୃତ୍ବ ମଧ୍ୟ ମହିଳାଙ୍କ ହାତରେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ବୟସ ୩୦ ବର୍ଷ ମଧ୍ୟରେ ଥିବା ଜଣାପଡ଼ିଛି।
Follow Us