ଦୋଷ ଛଡ଼ାଇବା ଆଳରେ ୪ ବର୍ଷ ଦୁଷ୍କର୍ମ

ମା’ ଓ ନାବାଳିକା ଝିଅଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୨୩ ବର୍ଷୀୟା ମହିଳାଙ୍କୁ ୪ ବର୍ଷ ଧରି ଦୁଷ୍କର୍ମ କରାଯାଇଛି। ଗ୍ରହ ଦୋଷ ଛଡ଼ାଇବା ଆଳରେ ମହିଳାଙ୍କ ଦାଦା ଏଭଳି ଘୃଣ୍ୟ କାର୍ଯ୍ୟ କରିଛନ୍ତି। ଅଭି‌େଯାଗ ଅନୁସାରେ, ଦୋଷ ଛଡ଼ାଇବା ପାଇଁ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ସେ କହିଥିଲେ। ‌ ଦୋଷ ନଗଲେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇପାରେ ବୋଲି ସେ ଡରାଇଥିଲେ। ବିବା‌ହ ପରେ ମଧ୍ୟ ମହିଳାଙ୍କୁ ସେ ଛାଡ଼ିନଥିଲେ। ଶେଷରେ ମହିଳା ଜଣକ ଶ୍ବଶୁରଙ୍କୁ କହିବା ପରେ ସେମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୁକ୍ତକୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe