Image Courtesy of Zee News
ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସରଗରମ ପ୍ରଚାର ଭିତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟିକୁ ଲଗାତାର ଟାର୍ଗେଟ୍ କରୁଛନ୍ତି। ଯୋଗୀ ଆଜି ମିରଟ୍ରେ ଘରକୁ ଘର ବୁଲି ପ୍ରଚାର କରିଥିବା ବେଳେ ସମାଜବାଦୀ ପାର୍ଟି ନେତାମାନେ ଜିନ୍ନାଙ୍କ ଉପାସକ ଏବଂ ସେମାନେ ବିକାଶ ଚାହାନ୍ତି ନାହିଁ ବୋଲି ଯୋଗୀ କହିଛନ୍ତି। ସମାଜବାଦୀ ପାର୍ଟିକୁ ପାକିସ୍ତାନ ବହୁତ ପସନ୍ଦ ଥିବା ବେଳେ ଆମେ ମା ଭାରତୀଙ୍କ ପାଇଁ ଜୀବନ ଉତ୍ସର୍ଗ କରିବାକୁ ସଦା ପ୍ରସ୍ତୁତ ବୋଲି ଯୋଗୀ କହିଛନ୍ତି।
Follow Us