ନୂଆଦିଲ୍ଲୀ : ଆସାମ ଓ ମଣିପୁରରେ ଆଜି ସକାଳେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ। ଭୂକମ୍ପ ସକାଳ ୬ଟା ୪୫ରେ ଅନୁଭୂତ ହୋଇଥିଲା ଏବଂ ଏହାର କେନ୍ଦ୍ର କୋକରାଝାର ଜିଲ୍ଲା ନିକଟରେ ୧୦ କିମି ଗଭୀରତାରେ ଥିବା ସ୍ଥାନୀୟ ପାଣିପାଗ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
ଆସାମରେ ୫.୨ ତୀବ୍ରତାର ଭୂକମ୍ପ
Advertisment
Follow Us