କଶ୍ମୀର ବିଶ୍ୱବିଦ୍ୟାଳୟର ଜବରଓ୍ଵାନ୍‌ ଗେଷ୍ଟ୍‍ହାଉସ୍‌ରେ ଅଗ୍ନିକାଣ୍ଡ

Advertisment
କଶ୍ମୀର ବିଶ୍ୱବିଦ୍ୟାଳୟର ଜବରଓ୍ଵାନ୍‌ ଗେଷ୍ଟ୍‍ହାଉସ୍‌ରେ ଅଗ୍ନିକାଣ୍ଡ

Image Courtesy of Grater Kashmir

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟା ବେଳେ କଶ୍ମୀର ୟୁନିଭର୍ସିଟିର ଜବର୍‌ଓ୍ଵାନ୍‌ ଗେଷ୍ଟ୍‍ ହାଉସ୍‌ରେ ନିଅାଁ ଲାଗିଯାଇଛି। ଦେଖଣାହାରିଙ୍କ କହିବାନୁସାରେ, ନିଅାଁ ଲିଭାଇବାକୁ ୫ ରୁ ୬ଟି ଦମକଳ ପଠାଯାଇଥିଲା।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ କି, ଏଥିରେ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ।

ଗେଷ୍ଟ୍‍ ହାଉସ୍‌ଟି ମୁଖ୍ୟତଃ କାଠରେ ତିଆରି। ପୂର୍ବରୁ ଏହି ଗେଷ୍ଟ୍‍ ହାଉସ୍‌ରେ ସୈନିକମାନେ ରହୁଥିଲେ। ୨୦୦୦ ମସିହାରେ ସେଠାରୁ ସୈନିକମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe