କୁମାରସ୍ବାମୀ ‘ଆକ୍ସିଡେଣ୍ଟାଲ୍‌ ଚିଫ୍‌ ମିନିଷ୍ଟର’: ବିଜେପି

Advertisment
ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚାର ସମ୍ବିଳନୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ଅଧିକାଂଶ ଅଞ୍ଚଳ ମରୁଡ଼ି କବଳିତ ଥିବା ବେଳେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ନୂଆବର୍ଷରେ ମଉଜ କରିବାକୁ ସିଙ୍ଗାପୁର ଚାଲିଯିବା ଦୁର୍ଭାଗ୍ୟର ବିଷୟ ବୋଲି ବିଜେପି କହିଛି। କୁମାରସ୍ବାମୀ ଜଣେ ‘ଆକ୍ସିଡେଣ୍ଟାଲ୍‌ ଚିଫ୍‌ ମିନିଷ୍ଟର’। ଘଟଣାଚକ୍ରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ମିଳିଥିଲେ ମଧ୍ୟ ସେ ରାଜ୍ୟବାସୀଙ୍କୁ ନ୍ୟାୟ ଦେବାରେ ଅସମର୍ଥ ବୋଲି ବିଜେପି କହିଛି।
କର୍‌ତାରପୁର କରିଡର ନେଇ ପାକ୍‌ର ଘୋଷଣା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe