ଗୁରୁଗ୍ରାମ ହତ୍ୟା: ଦୁଇ ଦିନ ମଧ୍ୟରେ ସିବିଆଇ ତଦନ୍ତ ଆରମ୍ଭ ନ କଲେ ସୁପ୍ରିମ୍‌କୋର୍ଟ ଯିବେ ପରିବାର ଲୋକେ

Advertisment
ଗୁରୁଗ୍ରାମ ହତ୍ୟା: ଦୁଇ ଦିନ ମଧ୍ୟରେ ସିବିଆଇ ତଦନ୍ତ ଆରମ୍ଭ ନ କଲେ ସୁପ୍ରିମ୍‌କୋର୍ଟ ଯିବେ ପରିବାର ଲୋକେ

Khabar India TV News

ଗୁରୁଗ୍ରାମ: ଗୁରୁଗ୍ରାମର ରେୟାନ୍‌ ଇଣ୍ଟର୍‌ ନେସ୍‌ନାଲ୍‌ ସ୍କୁଲ୍‌ରେ ୭ ବର୍ଷିୟ ବାଳକ ପ୍ରଦ୍ୟୁମ୍ନର ହତ୍ୟା ଘଟଣାରେ କେସ୍‌ ଲଡୁଥିବା ଓକିଲ ଶୁକ୍ରବାର କହିଛନ୍ତି ଯେ ଯଦି ୨ ଦିନ ମଧ୍ୟରେ ସିବିଆଇ ପ୍ରଦ୍ୟୁମ୍ନ ମାମଲାର ତଦନ୍ତ ଆରମ୍ଭ ନ କରେ ତେବେ ଏହି ଏହି ମାମଲା ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯିବ।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୮ ତାରିଖରେ ଗୁରୁଗ୍ରାମରେ ଥିବା ରେୟାନ୍‌ ଇଣ୍ଟର୍‌ନେସନାଲ୍‌ ସ୍କୁଲ୍‌ ପରିସରରେ ୮ ବର୍ଷିଅ ପ୍ରଦ୍ୟୁମ୍ନର ହତ୍ୟା କରାଯାଇଥିଲା। ନିକଟରେ ହରିୟାଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ୍‌ ଖତୋର ଘୋଷଣା କରିଥିଲେ ଯେ ପ୍ରଦ୍ୟୁମ୍ନ ହତ୍ୟାର ତଦନ୍ତ ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ) କରିବ। ସେପ୍ଟେମ୍ବର ୧୫ ତାରିଖରେ ସିବିଆଇକୁ ଏହି ମାମଲା ପ୍ରଦାନ କରାଯାଇଥିଲା। ମାତ୍ର ମଙ୍ଗଳବାର ସିବିଆଇ ପକ୍ଷରୁ ପ୍ରକାଶ କରାଯାଇଛି କି ଏହି ହତ୍ୟା ମାମଲାର ପୁର୍ନତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରୁ କୌଣସି ନିର୍ଦ୍ଦେଶ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe