ଡ୍ୟୁଟିରେ ଥିବାବେଳେ ଶିଖ୍‌ମାନଙ୍କୁ ପଗଡ଼ି ଏବଂ ଦାଢ଼ି ରଖିବାକୁ ଅନୁମତି

Advertisment
ଡ୍ୟୁଟିରେ ଥିବାବେଳେ ଶିଖ୍‌ମାନଙ୍କୁ ପଗଡ଼ି ଏବଂ ଦାଢ଼ି ରଖିବାକୁ ଅନୁମତି

ୱାସିଂଟନ୍‌: ଆମେରିକା ବାୟୁସେନା ଶିଖ୍‌ମାନଙ୍କୁ ଏକ ଖୁସି ଖବର ଦେଇଛି। ଶିଖ୍‌ମାନେ ଏଣିକି କାର୍ଯ୍ୟରେ ଥିବାବେଳେ ପଗଡ଼ି ଏବଂ ଦାଢ଼ି ରଖି ପାରିବେ । ଏନେଇ ଆମେରିକା ବାୟୁସେନା ପକ୍ଷରୁ ଅନୁମତି ମିଳିସାରିଛି। ଧର୍ମକୁ ସମ୍ମାନ ଦେଇ ଆମେରିକା ବାୟୁସେନା ଏହି କାର୍ଯ୍ୟପନ୍ଥା ଗ୍ରହଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe