ଦିଲ୍ଲୀରେ ଟ୍ରିପଲ୍‌ ମର୍ଡର

Advertisment
ଯୁବକଙ୍କୁ ହାଣି ହତ୍ୟା

IndiaToday

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବସନ୍ତ ଏନ୍‌କ୍ଲେଭ୍‌ରେ ଆଜି ୩ ଜଣଙ୍କୁ ହତ୍ୟା ମାମଲା ଆଲୋଡ଼ନ ସୃଷ୍ଟି କରିଛି। ବସ୍‌ନ୍ତ ଏନ୍‌କ୍ଲେଭ୍‌ରେ ରହୁଥିବା ଏକ ବୁଦ୍ଧ ଦମ୍ପତି ଏବଂ ସେମାନଙ୍କ ଚାକରାଣୀକୁ ଗଳାକାଟି ହତ୍ୟା କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ହତ୍ୟାର କାରଣ ଜଣାପଡ଼ିନାହିଁ। ବସନ୍ତ ଏନ୍‌କ୍ଲେଭରେ ଦୀର୍ଘ ବର୍ଷ ଧରି ରହୁଥିବା ବିଷ୍ଣୁ ମାଥୁର୍‌ , ପତ୍ନୀ ଶଶି ଏବଂ ଚାକରାଣୀ ଖୁସବୁଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ଉଦ୍ଧାର କରାଯିବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe