ଭାରତ-ପ‌ାକ୍‌ ସୀମାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

Advertisment

Huge arms seized from India-Pak border

Huge arms seized from India-Pak border

ଭାରତ-ପ‌ାକ୍‌ ସୀମାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

DNA India

ନୂଆଦିଲ୍ଲୀ: ଆଜି ବିଏସ୍‌ଏଫ୍‌ ଯବାନମାନେ ଭାରତ-ପାକ୍‌ ସୀମା ପଞ୍ଜାବର ଫିରୋଜପୁର ଜିଲ୍ଲାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ବିଏସ୍‌ଏଫ୍‌ ଜବତ କରିଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ୩ଟି ଏକେ-୪୭ ସହ ୬ଟି ମାଗାଜିନ୍‌, ୨ଟି ଏମ୍‌-୧୬ ରାଇଫଲ୍‌, ୯୧ରାଉଣ୍ଡ ଗୁଳି, ୨ଟି ପିସ୍ତଲ ସହ ୪ଟି ମାଗାଜିନ୍‌ ରହିଛି। ଆଜି ସକାଳ ୭ଟା ବେଳେ ସେନା ଅପରେସନ୍‌ ସମୟରେ ବିଏସ୍‌ଏଫ୍‌ ଯବାନମାନେ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ପାଇଥିଲେ ଏବଂ ଏଥିରେ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଥିଲା ବୋଲି ଜଣେ ବିଏସ୍‌ଏଫ୍‌ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏ ଅସ୍ତ୍ରଶସ୍ତ୍ର କେଉଁଠୁ ଆସିଲା ସେ ନେଇ ଅଧିକ ଖୋଳତାଡ଼ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe