ମୋଦୀଙ୍କ ନିର୍ବାଚନୀ ଟ୍ବିଟ୍‌ ଏବେ ‘ଗୋଲ୍ଡେନ୍‌ ଟ୍ବିଟ୍‌ ଅଫ୍‌ ୨୦୧୯’

ମୋଦୀଙ୍କ ନିର୍ବାଚନୀ ଟ୍ବିଟ୍‌ ଏବେ ‘ଗୋଲ୍ଡେନ୍‌ ଟ୍ବିଟ୍‌ ଅଫ୍‌ ୨୦୧୯’

Smithsonian Magazine

ନୂଆଦିଲ୍ଲୀ : ଏପ୍ରିଲ-ମେ’ ସାଧାରଣ ନିର୍ବାଚନରେ ବିଜେପିର ବିପୁଳ ବିଜୟରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସବ୍‌କା ସାଥ୍‌, ସବ୍‌କା ବିକାଶ , ସବ୍‌କା ବିଶ୍ବାସ’ ଟ୍ବିଟ୍‌ କରିଥିଲେ। ତେବେ ମୋଦୀଙ୍କର ଏହି ଟ୍ବିଟ୍‌କୁ ଚଳିତ ବର୍ଷ ସବୁଠୁ ଅଧିକ ଲାଇକ୍‌ ଏବଂ ରିଟ୍ବିଟ୍‌ କରାଯାଇଛି ବୋଲି ଟ୍ବିଟର ପକ୍ଷରୁ ଘୋଷଣା କରାଯାଇଛି। ଏହି ଟ୍ବିଟ୍‌କୁ ଭାରତର ‘ଗୋଲ୍ଡେନ୍‌ ଟ୍ବିଟ୍‌ ଅଫ୍‌ ୨୦୧୯’ ଘୋଷଣା କରାଯାଇଛି। ଏହାକୁ ୪୨୦,୦୦୦ରୁ ଅଧିକ ଲାଇକ୍‌ କରାଯାଇଛି ଏବଂ ୧୧୭,୧୦୦ ଥର ରିଟ୍ବିଟ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe