୧୬ ହଜାର ନାରୀଙ୍କ ସାନ୍ନିଧ୍ୟ ଚାହୁଁଥିବା ବାବାଙ୍କ ଦିଲ୍ଲୀ ଆଶ୍ରମରୁ ୪୦ ଯୁବତୀ ଉଦ୍ଧାର

Advertisment
୧୬ ହଜାର ନାରୀଙ୍କ ସାନ୍ନିଧ୍ୟ ଚାହୁଁଥିବା ବାବାଙ୍କ ଦିଲ୍ଲୀ ଆଶ୍ରମରୁ ୪୦ ଯୁବତୀ ଉଦ୍ଧାର

Image Courtesy of India Today

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ମହିଳା କମିସନ୍‌ର ମୁଖ୍ୟ ସ୍ୱାତୀ ମାଲିଓ୍ଵାଲ୍‌ଙ୍କ ସମେତ ଦଳେ ବରିଷ୍ଠ ଅଧିକାରୀ ଜାତୀୟ ରାଜଧାନୀ ଅଞ୍ଚଳ ଅନ୍ତର୍ଗତ ରୋହିଣୀସ୍ଥିତ ଏକ ଆଶ୍ରମରୁ ପ୍ରାୟ ୪୦ ଜଣ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି ବୋଲି ଆଜି ଏକ ଗଣମାଧ୍ୟମ ପ୍ରକାଶ କରିଛି।

ଆତ୍ମଘୋଷିତ ବାବା ବୀରେନ୍ଦ୍ର ଦେବ ଦୀକ୍ଷିତଙ୍କ ଦ୍ୱାରା ରୋହିଣୀ ଆଶ୍ରମ ପରିଚାଳିତ ହୋଇଥାଏ। ୧୬ ହଜାର ନାରୀଙ୍କ ସାନ୍ନିଧ୍ୟ ଲାଭ କରିବା ବାବାଙ୍କର ଅଭିଳାଷ। ଏହାର କାରଣ ଭଗବାନ ଶ୍ରୀକୃଷ୍ଣଙ୍କର କୁଆଡ଼େ ୧୬୦୦୦ ପତ୍ନୀ ଥିଲେ।

ଗତ ରାତିରେ ୪୦ ଯୁବତୀଙ୍କୁ ଆଶ୍ରମରୁ ଉଦ୍ଧାର କରିଥିବା ଟିମ୍‌ରେ କେଉଁମାନେ ଥିଲେ ତାହା ପ୍ରକାଶ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe