ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଦଶ ବର୍ଷ ଜେଲଦଣ୍ଡ ସହ ୨୫ ହଜାର ଜରିମାନା

Advertisment

ନାବାଳିକା ଦୁଷ୍କର୍ମ ମାମଲାରେ କୁତ୍ରା ଅଟୋମୁଣ୍ଡା ଅଞ୍ଚଳର ଅଭିଯୁକ୍ତ ଅର୍ଜୁନ ଲାକ୍ରାକୁ ଦଶ ବର୍ଷ ଜେଲଦଣ୍ଡ ଦଣ୍ଡିତ କରିଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଦଶ ବର୍ଷ ଜେଲଦଣ୍ଡ ସହ ୨୫ ହଜାର ଜରିମାନା ଆଦାୟ ପାଇଁ ଆଦେଶ ହୋଇଛି ।

ନାବାଳିକା ଦୁଷ୍କର୍ମ ମାମଲାରେ କୁତ୍ରା ଅଟୋମୁଣ୍ଡା ଅଞ୍ଚଳର ଅଭିଯୁକ୍ତ ଅର୍ଜୁନ ଲାକ୍ରାକୁ ଦଶ ବର୍ଷ ଜେଲଦଣ୍ଡ ଦଣ୍ଡିତ କରିଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଦଶ ବର୍ଷ ଜେଲଦଣ୍ଡ ସହ ୨୫ ହଜାର ଜରିମାନା ଆଦାୟ ପାଇଁ ଆଦେଶ ହୋଇଛି ।

nm

ସୁନ୍ଦରଗଡ଼: ୨୦୧୫ ମସିହା ହେମଗିରି ଥାନା ଅଞ୍ଚଳର ଏକ ନାବାଳିକା ଦୁଷ୍କର୍ମ ମାମଲାରେ କୁତ୍ରା ଅଟୋମୁଣ୍ଡା ଅଞ୍ଚଳର ଅଭିଯୁକ୍ତ ଅର୍ଜୁନ ଲାକ୍ରାକୁ ଦଶ ବର୍ଷ ଜେଲଦଣ୍ଡ ଦଣ୍ଡିତ କରିଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଦଶ ବର୍ଷ ଜେଲଦଣ୍ଡ ସହ ୨୫ ହଜାର ଜରିମାନା ଆଦାୟ ପାଇଁ ଆଦେଶ ହୋଇଛି । ଜରିମାନା ଅନାଦେୟ ରହିଲେ ଅଧିକ ଦେଢ଼ ବର୍ଷର ଜେଲ ଦଣ୍ଡ ପାଇଁ ଆଦେଶ ଦିଆଯାଇଛି।

୨୦୧୫ ମସିହା ହେମଗିରି ଥାନା ଅଞ୍ଚଳର ଏକ  ନାବାଳିକା ଦୁଷ୍କର୍ମ ମାମଲାରେ କୁତ୍ରା ଅଟୋମୁଣ୍ଡା ଅଞ୍ଚଳର ଅଭିଯୁକ୍ତ ଅର୍ଜୁନ ଲାକ୍ରାକୁ ଦଶ ବର୍ଷ ଜେଲଦଣ୍ଡ ଦଣ୍ଡିତ କରିଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଦଶ ବର୍ଷ ଜେଲଦଣ୍ଡ ସହ ୨୫ ହଜାର ଜରିମାନା ଆଦାୟ ପାଇଁ ଆଦେଶ ହୋଇଛି । ଜରିମାନା ଅନାଦେୟ ରହିଲେ ଅଧିକ ଦେଢ଼ ବର୍ଷର ଜେଲ ଦଣ୍ଡ ପାଇଁ ଆଦେଶ ଦିଆଯାଇଛି। ପୀଡ଼ିତା ନାବାଳିକାକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟାୟାଳୟ।

 ପୀଡ଼ିତା ନାବାଳିକାକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟାୟାଳୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe