ନକ୍ସଲ ପ୍ରଭାବିତ ଅଞ୍ଚଳରୁ ୧୨ କ୍ୟାନ୍‌ବୋମା ଜବତ

Advertisment

ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ଖରସାୱାରେ ସୁରକ୍ଷା ବାହିନୀକୁ ପୁଣି ଏକ ସଫଳତା ମିଳିଛି। ନକ୍ସଲ ପ୍ରଭାବିତ ଅଞ୍ଚଳ ଡାଲଭଙ୍ଗା ଅଞ୍ଚଳର ନିମଡିହି ନିକଟବର୍ତ୍ତୀ ଏକ ପାହାଡ଼ ନିକଟରୁ ସୁରକ୍ଷାବାହିନୀ ମିଳିତ ସର୍ଚ୍ଚ ଅପରେସନରେ ୧୨ଟି କ୍ୟାନ୍‌ବୋମା ଜବତ କରିଛି।

Mao

ବିଶ୍ରା: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ଖରସାୱାରେ ସୁରକ୍ଷା ବାହିନୀକୁ ପୁଣି ଏକ ସଫଳତା ମିଳିଛି। ନକ୍ସଲ ପ୍ରଭାବିତ ଅଞ୍ଚଳ ଡାଲଭଙ୍ଗା ଅଞ୍ଚଳର ନିମଡିହି ନିକଟବର୍ତ୍ତୀ ଏକ ପାହାଡ଼ ନିକଟରୁ ସୁରକ୍ଷାବାହିନୀ ମିଳିତ ସର୍ଚ୍ଚ ଅପରେସନରେ ୧୨ଟି କ୍ୟାନ୍‌ବୋମା ଜବତ କରିଛି।

ମାଓବାଦୀମାନେ ସୁରକ୍ଷାବାହିନୀକୁ ଟାର୍ଗେଟ୍‌ କରିବା ଉଦ୍ଦେଶ୍ୟରେ ବିସ୍ଫୋରକ ଳୁଚାଇ ରଖିଥିବା ସୂଚନା ଆଧାରରେ ଝାଡ଼ଖଣ୍ଡ ପୁଲିସ, ଝାଡ଼ଖଣ୍ଡ ଜାଗୁଆର, ସିଆର୍‌ପିଏଫ୍‌ର ଏକ ମିଳିତଦଳ ବନାଇ-ନିମଡିହି ପାହାଡ଼ିଆ ଅଞ୍ଚଳରେ ତଲାସୀ ଅଭିଯାନ କରିଥିଲା। ଏହି ସମୟରେ ସୁରକ୍ଷାବାହିନୀ ପକ୍ଷରୁ ୧.୫ କିଲୋଗ୍ରାମ ଓଜନର ୧୨ଟି କ୍ୟାନ୍‌ବୋମା ଜବତ କରାଯାଇଥିଲା। ସେଗୁଡ଼ିକୁ ଘଟଣାସ୍ଥଳରେ ସୁରକ୍ଷିତ ଭାବରେ ନିଷ୍କ୍ରିୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe