ଭୁଷୁଡୁଛି ମାଓ ଦୁର୍ଗ, ୧୨ ମାଓବାଦୀଙ୍କ ଆତ୍ମସମର୍ପଣ

Advertisment

ଭୁଷୁଡିବାରେ ଲାଗିଛି ମାଓ ଦୁର୍ଗ | ପୁଲିସର ଘନ ଘନ ଆକ୍ରମଣ ସାଙ୍ଗକୁ ନକ୍ସଲ ନେତୃତ୍ୱଙ୍କ ଅତ୍ୟାଚାର ଯୋଗୁଁ ଏବେ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାରେ ଲାଗିଛନ୍ତି ନକ୍ସଲ |

ଭୁଷୁଡିବାରେ ଲାଗିଛି ମାଓ ଦୁର୍ଗ | ପୁଲିସର ଘନ ଘନ ଆକ୍ରମଣ ସାଙ୍ଗକୁ ନକ୍ସଲ ନେତୃତ୍ୱଙ୍କ ଅତ୍ୟାଚାର ଯୋଗୁଁ ଏବେ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାରେ ଲାଗିଛନ୍ତି ନକ୍ସଲ |

naxal

ମାଲକାନଗିରି: ଭୁଷୁଡିବାରେ ଲାଗିଛି ମାଓ ଦୁର୍ଗ | ପୁଲିସର ଘନ ଘନ ଆକ୍ରମଣ ସାଙ୍ଗକୁ ନକ୍ସଲ ନେତୃତ୍ୱଙ୍କ ଅତ୍ୟାଚାର ଯୋଗୁଁ ଏବେ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାରେ ଲାଗିଛନ୍ତି ନକ୍ସଲ | ଆଜି ଛତିଶଗଡ ଦାନ୍ତେୱାଡାରେ ୧୨ ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ ସୁକୁମା ଜିଲ୍ଲାରେ ୬ ମାଓବାଦୀ ଗିରଫ ହୋଇଛନ୍ତି |

ଆତ୍ମସମର୍ପଣ କରି ଥିବା ୯ ଜଣଙ୍କ ନାଁରେ ଥିଲା ୧୮ ଲକ୍ଷ ପୁରସ୍କାର। ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍ତି ଯେ ସଙ୍ଗଠନ ଦୁର୍ବଳ ହେଉଥିବାରୁ ଆତ୍ମସମର୍ପଣ କରିଛୁ | ଶୀର୍ଷ ନେତୃତ୍ୱଙ୍କ ମୃତ୍ଯୁ ପରେ ଭୟରେ ଥିଲୁ। ତେଣୁ ଆତ୍ମସମର୍ପଣ କରିଛୁ | ଅନ୍ୟପଟେ ସୁକୁମା ଭେଜି ଓ କୋଣ୍ଟା ଅଂଚଳରୁ ୬ ମାଓବାଦୀ ଗିରଫ। ଡିଆରଜି ଓ ସିଆରପିଏଫ ଯବାନଙ୍କ କୁମ୍ବିଂ ବେଳେ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ଟିଫିନ ବୋମା ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe