ସ୍ୱର୍ଣ୍ଣଚୂଡ଼ ପାହାଡ଼ ପାଦଦେଶରୁ ୧୨ଫୁଟ ଅଜଗର ଉଦ୍ଧାର

ବାଲେଶ୍ବର ଜିଲ୍ଲା ନୀଳଗିରି ଏନଏସି ଅନ୍ତର୍ଗତ ୮ନମ୍ବର ୱାର୍ଡ ଚିମିନିଭାଟି ଗାଁର ସୁରେନ୍ଦ୍ର ନାୟକଙ୍କ ବାଡ଼ିରେ ୧୨ଫୁଟ ଲମ୍ବର ଏକ ଅଜଗର ବୁଲୁଥିବା ଦେଖି ଘରଲୋକ ଡରି ଯାଇଥିଲେ। ୨ଜଣ ସାପଧରାଳି ସେଠାରେ ପହଞ୍ଚି ଅଜଗର ସାପଟିକୁ ଧରିଥିଲେ ଏବଂ ବନବିଭାଗକୁ ହସ୍ତାନ୍ତର କରିଥିଲେ।

ସାପ କାମୁଡ଼ାରେ ଛାତ୍ରୀଙ୍କ ମୃତ୍ୟୁ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଏନଏସି ଅନ୍ତର୍ଗତ ୮ନମ୍ବର ୱାର୍ଡ ଚିମିନିଭାଟି ଗାଁର ସୁରେନ୍ଦ୍ର ନାୟକଙ୍କ ବାଡ଼ିରେ ୧୨ଫୁଟ ଲମ୍ବର ଏକ ଅଜଗର ବୁଲୁଥିବା ଦେଖି ଘରଲୋକ ଡରି ଯାଇଥିଲେ। ପରିବାର ଲୋକେ ସାପ ଧରାଳି ଖଗେଶ୍ବର ବେହେରା ଓ ନଟୁ ସରକାରଙ୍କୁ ଖବର ଦେଇଥିଲେ। ଦୁହେଁ ସେଠାରେ ପହଞ୍ଚି ଅଜଗର ସାପଟିକୁ ଧରିଥିଲେ ଏବଂ ବନବିଭାଗକୁ ହସ୍ତାନ୍ତର କରିଥିଲେ।

ନୀଳଗିରି ଏନଏସି ଅନ୍ତର୍ଗତ ୮ନମ୍ବର ୱାର୍ଡ ଚିମିନିଭାଟି ଗାଁର ସୁରେନ୍ଦ୍ର ନାୟକଙ୍କ ବାଡ଼ିରେ ୧୨ଫୁଟ ଲମ୍ବର ଏକ ଅଜଗର ବୁଲୁଥିବା ଦେଖି ଘରଲୋକ ଡରି ଯାଇଥିଲେ। ପରିବାର ଲୋକେ ସାପ ଧରାଳି ଖଗେଶ୍ବର ବେହେରା ଓ ନଟୁ ସରକାରଙ୍କୁ ଖବର ଦେଇଥିଲେ। ଦୁହେଁ ସେଠାରେ ପହଞ୍ଚି ଅଜଗର ସାପଟିକୁ ଧରିଥିଲେ ଏବଂ ବନବିଭାଗକୁ ହସ୍ତାନ୍ତର କରିଥିଲେ। ବିଭାଗ ପକ୍ଷରୁ ୧୨ଫୁଟ ଅଜଗର ସାପଟିକୁ ନେଇ କୁଳଢ଼ିଆ ଅଭୟାରଣ୍ୟରେ ଛାଡି ଦିଆଯାଇଛି। ଉକ୍ତ ସାପଟି ସ୍ୱର୍ଣ୍ଣଚୂଡ଼ ପାହାଡ଼ରୁ ଆସିଥିବା ବନ ବିଭାଗ କୁହାଯାଇଛି।

ବିଭାଗ ପକ୍ଷରୁ ୧୨ଫୁଟ ଅଜଗର ସାପଟିକୁ ନେଇ କୁଳଢ଼ିଆ ଅଭୟାରଣ୍ୟରେ ଛାଡି ଦିଆଯାଇଛି। ଉକ୍ତ ସାପଟି ସ୍ୱର୍ଣ୍ଣଚୂଡ଼ ପାହାଡ଼ରୁ ଆସିଥିବା ବନ ବିଭାଗ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe