ଜୁଆ ଖେଳରେ ମାତିଲେ: ଧରାପଡ଼ିଲେ ୧୩, ନଗଦ ୮ ଲକ୍ଷ ୬୫ ହଜାର୨୦୦ ଟଙ୍କା ଜବତ

Advertisment

ଦେଓଗାଁ ମୁଣ୍ଡା ବସ୍ତିରେ ଜୁଆଖେଳରେ ମାତିଥିଲେ ୧୩ ଜଣ ଜୁଆଡ଼ି। ଏନେଇ ଗୁପ୍ତ ସୂଚନା ପାଇ ରଘୁନାଥପାଲି ପୁଲିସ ଅତର୍କିତ ଚଢ଼ଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ପାଖରୁ ୮ ଲକ୍ଷ ୬୫,୨୦୦ ଟଙ୍କା ଜବତ କରିଛି ପୁଲିସ।

ଦେଓଗାଁ ମୁଣ୍ଡା ବସ୍ତିରେ ଜୁଆଖେଳରେ ମାତିଥିଲେ ୧୩ ଜଣ ଜୁଆଡ଼ି। ଏନେଇ ଗୁପ୍ତ ସୂଚନା ପାଇ ରଘୁନାଥପାଲି ପୁଲିସ ଅତର୍କିତ ଚଢ଼ଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ପାଖରୁ ୮ ଲକ୍ଷ ୬୫,୨୦୦ ଟଙ୍କା ଜବତ କରିଛି ପୁଲିସ।

6fe03e40-429e-4cdd-8f50-b081db6304c9

ରାଉରକେଲା: ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା। ଦେଓଗାଁ ମୁଣ୍ଡା ବସ୍ତିରେ ଜୁଆଖେଳରେ ମାତିଥିଲେ ୧୩ ଜଣ ଜୁଆଡ଼ି। ଏନେଇ ଗୁପ୍ତ ସୂଚନା ପାଇ ରଘୁନାଥପାଲି ପୁଲିସ ଅତର୍କିତ ଚଢ଼ଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ପାଖରୁ ୮ ଲକ୍ଷ ୬୫,୨୦୦ ଟଙ୍କା ଜବତ କରିଛି।

ଜମୁଥିଲା ଜୁଆ ଖେଳ। ଦେଓଗାଁ ମୁଣ୍ଡା ବସ୍ତିରେ ଜୁଆଖେଳରେ ମାତିଥିଲେ ୧୩ ଜଣ ଜୁଆଡ଼ି। ଏନେଇ ଗୁପ୍ତ ସୂଚନା ପାଇ ରଘୁନାଥପାଲି ପୁଲିସ ଅତର୍କିତ ଚଢ଼ଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ba860bca-3a61-4fe1-88db-8544cfe3d852

ଅଭିଯୁକ୍ତମାନେ ହେଉଛନ୍ତି, ପ୍ଲାଣ୍ଟ୍‌ସାଇଟ୍‌ ଅଞ୍ଚଳର ଆବିଦ ହୁସେନ(୪୦), ପାନପୋଷ ବସ୍ତିର ରୂପେଶ ଜୟସ୍ବାଲ(୩୪), ସୁଶାନ୍ତ ବିଶ୍ବାଳ(୩୪), ବୀରମିତ୍ରପୁରର ରୋଶନଲାଲ ଅଗ୍ରୱାଲ(୫୭), ସନ୍ତୋଷ ସାହୁ(୩୪), ଲାଠିକଟାର ଶ୍ରୀକାନ୍ତ କବି(୪୬), ଦେଓଗାଁର ଶଙ୍କରଲାଲ ସାହୁ(୫୬), ନୂଆଗାଁ ଯୋକେତାର ଗ‌ଜେନ୍ଦ୍ର ସାହୁ(୩୦), ଶିବପ୍ରସାଦ ସାହୁ(୪୦), ପିଟର ଖେସ୍‌(୪୯), କାଂଶବାହାଲର ଲଖନ ମାଝୀ(୪୯), ସିଭିଲ ଟାଉନସିପ୍‌ର ରାଜେନ୍ଦ୍ର ଅଗ୍ରୱାଲ(୪୨), ରାଉରକେଲା ଡେଲିମାର୍କେଟ୍‌ର ପ୍ରବେଶ ସାହୁ(୪୩)।

ଅଭିଯୁକ୍ତମାନେ ଗତ କିଛି ଦିନ ହେଲା ମୁଣ୍ଡା ବସ୍ତିରେ ଜୁଆ ଖେଳୁଥିଲେ। ସହର ଉପକଣ୍ଠରେ ବେଶ୍‌ ଜମୁଥିଲା ଜୁଆ ଖେଳ। ଏଥିରେ କେବଳ ରାଉରକେଲାର ନୁଅନ୍ତି, ବରଂ କାଂଶବାହାଲ, ରାଜଗାଙ୍ଗପୁର, ବୀରମିତ୍ରପୁର, ବେଦବ୍ୟାସ ଅଞ୍ଚଳରୁ ଜୁଆଡ଼ି ଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe