୧୩ ଚୋରି ବାଇକ୍ ଜବତ, ଜଣେ ଅଭିଯୁକ୍ତ ଗିରଫ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପୁଲିସକୁ ସଫଳତା ମିଳିଛି। ୧୩ ଚୋରି ବାଇକ୍ ଉଦ୍ଧାର ସହିତ ଜଣେ ଅଭିଯୁକ୍ତକୁ ପୁଲିସ  ଗିରଫ କରିଛି। ଅଭିଯୁକ୍ତ ହେଲେ ଜୁନାଗଡ଼ ଥାନା ନକଟି ଗୁଡା ଗାଁର ସୁମନ୍ତ ନାଏକ l

nbj

 ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପୁଲିସକୁ ସଫଳତା ମିଳିଛି। ୧୩ ଚୋରି ବାଇକ୍ ଉଦ୍ଧାର ସହିତ ଜଣେ ଅଭିଯୁକ୍ତକୁ ପୁଲିସ  ଗିରଫ କରିଛି। ଅଭିଯୁକ୍ତ ହେଲେ ଜୁନାଗଡ଼ ଥାନା ନକଟି ଗୁଡା ଗାଁର ସୁମନ୍ତ ନାଏକ l

ଉଦ୍ଧାର ଗାଡ଼ିଗୁଡ଼ିକକୁ ଅଭିଯୁକ୍ତମାନେ ବିକ୍ରି ଓ ବନ୍ଧକ ଦେଉଥିଲେ ଓ ଗିରଫ ଅଭିଯୁକ୍ତ ସୁଦର୍ଶନ ନିଜେ ୬ଗୋଟି ଗାଡ଼ି ଚୋରି କରିଥିବା ସ୍ବୀକାର କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିବା ସହ ତଦନ୍ତ ମଧ୍ୟ ଚାଲିଛି ବୋଲି ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି।

nmko

ବିଭିନ୍ନ ସମୟରେ ଧର୍ମଗଡ଼ ଉପଖଣ୍ଡ ଅଞ୍ଚଳରୁ ବିଭିନ୍ନ ପ୍ରକାର ଗାଡ଼ି ଚୋରି ହେଉଥିବା ନେଇ ଧର୍ମଗଡ଼ ଥାନା ବିରାମାଲ ଗାଁର ଆଶିଷ କୁମାର ନାଏକ ଦେଇଥିବା ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ମନୋଜ ବେହେରା ଓ ଧର୍ମଗଡ଼ ଥାନା ଅଧିକାରୀ ଦାମୋଦର ବିହାରୀଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରୁ ୧୩ ମୋଟର ସାଇକେଲ ଉଦ୍ଧାର କରିଥିଲେ l

 ଉଦ୍ଧାର ଗାଡ଼ିଗୁଡ଼ିକକୁ ଅଭିଯୁକ୍ତମାନେ ବିକ୍ରି ଓ ବନ୍ଧକ ଦେଉଥିଲେ ଓ ଗିରଫ ଅଭିଯୁକ୍ତ ସୁଦର୍ଶନ ନିଜେ ୬ଗୋଟି ଗାଡ଼ି ଚୋରି କରିଥିବା ସ୍ବୀକାର କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିବା ସହ ତଦନ୍ତ ମଧ୍ୟ ଚାଲିଛି ବୋଲି ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe