ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨୧ କାର ଓ ୧୪ ବାଇକ୍‌ ସହ ଲକ୍ଷାଧିକ ଟଙ୍କା ଜବତ, ୧୪ ଜୁଆଡ଼ି ଗିରଫ

Advertisment

ଧରୁଆଡ଼ିହି ଥାନା ନିକଟ ଫୁଟବଲ ପଡ଼ିଆ ପଛପଟେ ଚାଲିଥିଲା ଜୁଆ ଆଡ୍ଡା। ଅତର୍କିତ ଚଢ଼ାଉ କଲା ପୁଲିସ୍। ଜୁଆ ଆଡ୍ଡାରୁ ୨୧ କାର , ୧୭ ବାଇକ ସହ ୧ ଲକ୍ଷ ୧ହଜାର ୩୦୦ ଟଙ୍କା  ଜବତ କରାଯାଇଛି। ୧୪ଜଣ ଜୁଆଡ଼ି ଗିରଫ ହୋଇଛି।

ଧରୁଆଡ଼ିହି ଥାନା ନିକଟ ଫୁଟବଲ ପଡ଼ିଆ ପଛପଟେ ଚାଲିଥିଲା ଜୁଆ ଆଡ୍ଡା। ଅତର୍କିତ ଚଢ଼ାଉ କଲା ପୁଲିସ୍। ଜୁଆ ଆଡ୍ଡାରୁ ୨୧ କାର , ୧୭ ବାଇକ ସହ ୧ ଲକ୍ଷ ୧ହଜାର ୩୦୦ ଟଙ୍କା  ଜବତ କରାଯାଇଛି। ୧୪ଜଣ ଜୁଆଡ଼ି ଗିରଫ ହୋଇଛି।

dharuadihi ps

ସୁନ୍ଦରଗଡ଼: ସୁନ୍ଦରଗଡ଼ ଧରୁଆଡ଼ିହି ଥାନା ନିକଟ ଫୁଟବଲ ପଡ଼ିଆ ପଛପଟେ ଚାଲିଥିଲା ଜୁଆ ଆଡ୍ଡା। ଅତର୍କିତ ଚଢ଼ାଉ କଲା ପୁଲିସ୍। ଜୁଆ ଆଡ୍ଡାରୁ ୨୧ କାର , ୧୭ ବାଇକ ସହ ୧ ଲକ୍ଷ ୧ହଜାର ୩୦୦ ଟଙ୍କା  ଜବତ କରାଯାଇଛି। ୧୪ଜଣ ଜୁଆଡ଼ି ଗିରଫ ହୋଇଛି। ଜୁଆଡ଼ିମାନେ ଝାରସୁଗୁଡ଼ା ଓ ବାମରା ଅଞ୍ଚଳର ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe