କୁମୁସି ନିକଟରେ ରାସ୍ତା ପାରିହେଲେ ୧୮ଟିକିଆ ହାତୀପଲ

Advertisment

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳକୁ ଆସିଗଲେଣି ହାତୀପଲ ଯାହାକୁ ନେଇ ଚିନ୍ତାରେ ଚାଷୀ ଓ ଅଞ୍ଚଳବାସୀ ।ଗତକାଲି ଠାରୁ ୧୮ଟିକିଆ ହାତୀପଲ ପରଜଙ୍ଗ ବ୍ଲକ ଡିହଡୋଳ ଫରେଷ୍ଟ କୁମୁସି ଗାଁ ରାସ୍ତା ପାରି ହୋଇ ଟିପେଇଝରଣ ଜଙ୍ଗଲକୁ ଯାଇଛନ୍ତି।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳକୁ ଆସିଗଲେଣି ହାତୀପଲ ଯାହାକୁ ନେଇ ଚିନ୍ତାରେ ଚାଷୀ ଓ ଅଞ୍ଚଳବାସୀ ।ଗତକାଲି ଠାରୁ ୧୮ଟିକିଆ ହାତୀପଲ ପରଜଙ୍ଗ ବ୍ଲକ ଡିହଡୋଳ ଫରେଷ୍ଟ କୁମୁସି ଗାଁ ରାସ୍ତା ପାରି ହୋଇ ଟିପେଇଝରଣ ଜଙ୍ଗଲକୁ ଯାଇଛନ୍ତି।

Untitled

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳକୁ ଆସିଗଲେଣି ହାତୀପଲ ଯାହାକୁ ନେଇ ଚିନ୍ତାରେ ଚାଷୀ ଓ ଅଞ୍ଚଳବାସୀ ।ଗତକାଲି ଠାରୁ ୧୮ଟିକିଆ ହାତୀପଲ ପରଜଙ୍ଗ ବ୍ଲକ ଡିହଡୋଳ ଫରେଷ୍ଟ କୁମୁସି ଗାଁ ରାସ୍ତା ପାରି ହୋଇ ଟିପେଇଝରଣ ଜଙ୍ଗଲକୁ ଯାଇଛନ୍ତି। ଆଉ ଜଙ୍ଗଲ ଭିତରେ ଅଛନ୍ତି ଏହି ହାତୀପଲ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳକୁ ଆସିଗଲେଣି ହାତୀପଲ ଯାହାକୁ ନେଇ ଚିନ୍ତାରେ ଚାଷୀ ଓ ଅଞ୍ଚଳବାସୀ ।ଗତକାଲି ଠାରୁ ୧୮ଟିକିଆ ହାତୀପଲ ପରଜଙ୍ଗ ବ୍ଲକ ଡିହଡୋଳ ଫରେଷ୍ଟ କୁମୁସି ଗାଁ ରାସ୍ତା ପାରି ହୋଇ ଟିପେଇଝରଣ ଜଙ୍ଗଲକୁ ଯାଇଛନ୍ତି। ଆଉ ଜଙ୍ଗଲ ଭିତରେ ଅଛନ୍ତି ଏହି ହାତୀପଲ।

 ବନ ବିଭାଗ ହାତୀର ଗତିପଥ ଉପରେ ନଜର ରଖିଥିବା ରେଞ୍ଜର ହରେଶ କିଷାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe