ମାଛମୁଣ୍ଡ ନମିଳିବାରୁ ରୋଷେୟାକୁ କରିଥଲେ ହତ୍ୟା, ଦୁଇ ଅଭିଯୁକ୍ତ ଗିରଫ

Advertisment

ମାଛ ମୁଣ୍ଡ ପାଇଁ ଗଡ଼ିଥିଲା ମୁଣ୍ଡ। ମାଛ ମୁଣ୍ଡ ନ ମିଳିବାରୁ ରୋଷେୟାକୁ କରିଥଲେ ହତ୍ୟା। ପୁରୁଷୋତ୍ତମପୁର ପୁଲିସ କଲା ହତ୍ୟାର ଖୁଲାସା। ଏହି ଘଟଣାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମାଛ ମୁଣ୍ଡ ପାଇଁ ଗଡ଼ିଥିଲା ମୁଣ୍ଡ। ମାଛ ମୁଣ୍ଡ ନ ମିଳିବାରୁ ରୋଷେୟାକୁ କରିଥଲେ ହତ୍ୟା। ପୁରୁଷୋତ୍ତମପୁର ପୁଲିସ କଲା ହତ୍ୟାର ଖୁଲାସା। ଏହି ଘଟଣାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

arrest

ଖଲ୍ଲିକୋଟ: ମାଛ ମୁଣ୍ଡ ପାଇଁ ଗଡ଼ିଥିଲା ମୁଣ୍ଡ। ମାଛ ମୁଣ୍ଡ ନ ମିଳିବାରୁ ରୋଷେୟାକୁ କରିଥଲେ ହତ୍ୟା। ପୁରୁଷୋତ୍ତମପୁର ପୁଲିସ କଲା ହତ୍ୟାର ଖୁଲାସା। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧୀନ ପାଣ୍ଡିଆ ଛକ ନିକଟ ଲଟାବୁଦାରୁ ଗତ ୨୭ ତାରିଖ ଦିନ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଥାନା ସମରଗଞ୍ଜ ବେଶଦାସପୁର ଗ୍ରାମର ଲୋକମାନ ଶେଖଙ୍କ କ୍ଷତାକ୍ତ ଶବ ଠାବ ହୋଇଥିଲା।

ମାଛ ମୁଣ୍ଡ ପାଇଁ ଗଡ଼ିଥିଲା ମୁଣ୍ଡ। ମାଛ ମୁଣ୍ଡ ନ ମିଳିବାରୁ ରୋଷେୟାକୁ କରିଥଲେ ହତ୍ୟା। ପୁରୁଷୋତ୍ତମପୁର ପୁଲିସ କଲା ହତ୍ୟାର ଖୁଲାସା। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧୀନ ପାଣ୍ଡିଆ ଛକ ନିକଟ ଲଟାବୁଦାରୁ ଗତ ୨୭ ତାରିଖ ଦିନ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଥାନା ସମରଗଞ୍ଜ ବେଶଦାସପୁର ଗ୍ରାମର ଲୋକମାନ ଶେଖଙ୍କ କ୍ଷତାକ୍ତ ଶବ ଠାବ ହୋଇଥିଲା।

ପାରିପାର୍ଶ୍ବକ ସ୍ଥିତିର ଅନୁଧ୍ୟାନ ପରେ ପୁରୁଷୋତ୍ତମପୁର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ହତ୍ୟା ବୋଲି ସ୍ପଷ୍ଟ ହୋଇଥିଲା। ଏହି ଘଟଣାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe