ବିଧାୟକ ଯୋଗେଶ କୁମାର ସିଂଙ୍କୁ ପୁଲିସ ଅଟକ ରଖିବା ପରେ ସୁନ୍ଦରଗଡ଼ରେ କଂଗ୍ରେସର ଦୁଇ ବିଧାୟକ

ବିଧାୟକ ଯୋଗେଶ କୁମାର ସିଂଙ୍କୁ ପୁଲିସ ଅଟକ ରଖିବା ପରେ ଆଜି ଯୋଗେଶଙ୍କୁ ଭେଟିବା ପାଇଁ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଏବଂ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି।

cft

ସୁନ୍ଦରଗଡ଼: ଗତକାଲି ବିଧାୟକ ଯୋଗେଶ କୁମାର ସିଂଙ୍କୁ ପୁଲିସ ଅଟକ ରଖିବା ପରେ ଆଜି ଯୋଗେଶଙ୍କୁ ଭେଟିବା ପାଇଁ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଏବଂ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି। ସେମାନେ ସର୍ଗିପାଲି ସ୍ଥିତ ଯୋଗେଶଙ୍କୁ ବାସଭବନରେ ଭେଟିବା ପରେ ବରପାଲି ରେଳ ସାଇଡିଂକୁ ଯିବେ ବୋଲି ସୂଚନା ରହିଛି।

ଯୋଗେଶଙ୍କୁ ଭେଟିବା ପାଇଁ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଏବଂ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି। ସେମାନେ ସର୍ଗିପାଲି ସ୍ଥିତ ଯୋଗେଶଙ୍କୁ ବାସଭବନରେ ଭେଟିବା ପରେ ବରପାଲି ରେଳ ସାଇଡିଂକୁ ଯିବେ ବୋଲି ସୂଚନା ରହିଛି। ଘଟଣାକୁ ନେଇ ଜିଲ୍ଲାପାଳ ଏବଂ ଏସପି ଙ୍କ ସହଏହି ନେତାମାନଙ୍କର  ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଘଟଣାକୁ ନେଇ ଜିଲ୍ଲାପାଳ ଏବଂ ଏସପି ଙ୍କ ସହଏହି ନେତାମାନଙ୍କର  ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ବେଇଆନ ଭାବରେ ରେଳ ଯୋଗେ କୋଇଲା ପରିବହନକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ସହ ବିଧାୟକ ଯୋଗେଶ କୁମାର ସିଂ ଧାରଣା ଦେଇଥିବା ବେଳେ ଉଠାଇ ନେଇଥିଲା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe