ସୋର: ହାତୀ ଭୟରେ ରାତି କାଟିଲେ ପରିବାର

Advertisment

ବାଲେଶ୍ୱର ଜିଲା ସୋର ବ୍ଲକ ମାଣିପୁର ପଞ୍ଚାୟତ ଖୁଣ୍ଟା ପାଟଣା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ହାତୀ ପଶିଥିବାରୁ ହାତୀ ଭୟରେ ପରିବାର ଲୋକେ ରାତି କାଟିଥିବା ପ୍ରକାଶ କରିଛନ୍ତି।

ବାଲେଶ୍ୱର ଜିଲା ସୋର ବ୍ଲକ ମାଣିପୁର ପଞ୍ଚାୟତ ଖୁଣ୍ଟା ପାଟଣା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ହାତୀ ପଶିଥିବାରୁ ହାତୀ ଭୟରେ ପରିବାର ଲୋକେ ରାତି କାଟିଥିବା ପ୍ରକାଶ କରିଛନ୍ତି।

vgh

ସୋର: ବାଲେଶ୍ୱର ଜିଲା ସୋର ବ୍ଲକ ମାଣିପୁର ପଞ୍ଚାୟତ ଖୁଣ୍ଟା ପାଟଣା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ହାତୀ ପଶିଥିବାରୁ ହାତୀ ଭୟରେ ପରିବାର ଲୋକେ ରାତି କାଟିଥିବା ପ୍ରକାଶ କରିଛନ୍ତି।

ସୋର ବ୍ଲକ ମାଣିପୁର ପଞ୍ଚାୟତ ଖୁଣ୍ଟା ପାଟଣା ଗ୍ରାମର ମହେନ୍ଦ୍ର ଖଟୁଆ ତାଙ୍କ ସ୍ତ୍ରୀ ସରସ୍ୱତୀ ଖଟୁଆ, ଦୁଇ ପୁଅ ଓ ସାନ ଝିଅକୁ ନେଇ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଦେବଗିରି ଜଙ୍ଗଲରୁ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ହାତୀ ତାଙ୍କ ବାଡ଼ି ଭିତରକୁ ପଶିଥିଲେ। ପରେ ନଡ଼ିଆ,ପଣସ,ବାଇଗଣ, କଦଳୀ ଆଦି ଗଛକୁ ଭାଙ୍ଗି ଖାଇବା ସହିତ ମହେନ୍ଦ୍ରଙ୍କ ସାଇକେଲକୁ ଭାଙ୍ଗିଥିଲେ। ଝରକାରେ ହାତୀମାନଙ୍କ ତାଣ୍ଡବ ଦେଖି ମହେନ୍ଦ୍ର ଓ ପରିବାର ଲୋକେ ଭୟରେ ରାତି କାଟିଥିଲେ। ଦୀର୍ଘ ସମୟ ପରେ ହାତୀ ଦୁଇଟି ଯିବା ପରେ ସକାଳୁ ମହେନ୍ଦ୍ର ଏବାବଦର ଖୁଣ୍ଟାପାଟଣା ବିଟ୍ ହାଉସରେ ଜଣାଇଥିଲେ। ମାତ୍ର ସେଠାରେ ତାଙ୍କୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ସେ ନିରାଶ ହୋଇ ଫେରିଥିବା କହିଛନ୍ତି।

 ସୂଚନା ଅନୁସାରେ ଏହି ଗ୍ରାମର ମହେନ୍ଦ୍ର ଖଟୁଆ ତାଙ୍କ ସ୍ତ୍ରୀ ସରସ୍ୱତୀ ଖଟୁଆ,ଦୁଇ ପୁଅ ଓ ସାନ ଝିଅକୁ ନେଇ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଦେବଗିରି ଜଙ୍ଗଲରୁ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ହାତୀ ତାଙ୍କ ବାଡ଼ି ଭିତରକୁ ପଶିଥିଲେ। ପରେ ନଡ଼ିଆ,ପଣସ,ବାଇଗଣ, କଦଳୀ ଆଦି ଗଛକୁ ଭାଙ୍ଗି ଖାଇବା ସହିତ ମହେନ୍ଦ୍ରଙ୍କ ସାଇକେଲକୁ ଭାଙ୍ଗିଥିଲେ। ଝରକାରେ ହାତୀମାନଙ୍କ ତାଣ୍ଡବ ଦେଖି ମହେନ୍ଦ୍ର ଓ ପରିବାର ଲୋକେ ଭୟରେ ରାତି କାଟିଥିଲେ। ଦୀର୍ଘ ସମୟ ପରେ ହାତୀ ଦୁଇଟି ଯିବା ପରେ ସକାଳୁ ମହେନ୍ଦ୍ର ଏବାବଦର ଖୁଣ୍ଟାପାଟଣା ବିଟ ହାଉସରେ ଜଣାଇଥିଲେ। ମାତ୍ର ସେଠାରେ ତାଙ୍କୁ ସନ୍ତୋଷ ଜନକ ଉତ୍ତର ନମିଳିବାରୁ ସେ ନିରାଶ ହୋଇ ଫେରିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe