ଦିଲ୍ଲୀରୁ ବନ୍ଧା ହେଲେ ଦୁଇ ଆନ୍ତରାଜ୍ୟ ଲୁଟେରା

Advertisment

ଆନ୍ତରାଜ୍ୟ ଲୁଟେରା ଗିରଫ। ଭୁବନେଶ୍ୱରରୁ ଲୁଟ୍ କରି ଦିଲ୍ଲୀରୁ ବନ୍ଧା ହେଲେ ଦୁଇ ଅଭିଯୁକ୍ତ। ଆନ୍ତରାଜ୍ୟ ଚୋରି ଘଟଣାର ପର୍ଦାଫାଶ କରିବାରେ ସଫଳ ହୋଇଛି ପୁଲିସ।  ମୋଟ ୧୮ ଲକ୍ଷ ଟଙ୍କା ଜବତ କରଯାଇଛି I

ଆନ୍ତରାଜ୍ୟ ଲୁଟେରା ଗିରଫ। ଭୁବନେଶ୍ୱରରୁ ଲୁଟ୍ କରି ଦିଲ୍ଲୀରୁ ବନ୍ଧା ହେଲେ ଦୁଇ ଅଭିଯୁକ୍ତ। ଆନ୍ତରାଜ୍ୟ ଚୋରି ଘଟଣାର ପର୍ଦାଫାଶ କରିବାରେ ସଫଳ ହୋଇଛି ପୁଲିସ।  ମୋଟ ୧୮ ଲକ୍ଷ ଟଙ୍କା ଜବତ କରଯାଇଛି I

New Project (28)

 ଭୁବନେଶ୍ୱର: ଆନ୍ତରାଜ୍ୟ ଲୁଟେରା ଗିରଫ। ଭୁବନେଶ୍ୱରରୁ ଲୁଟ୍ କରି ଦିଲ୍ଲୀରୁ ବନ୍ଧା ହେଲେ ଦୁଇ ଅଭିଯୁକ୍ତ। ଆନ୍ତରାଜ୍ୟ ଚୋରି ଘଟଣାର ପର୍ଦାଫାଶ କରିବାରେ ସଫଳ ହୋଇଛି ପୁଲିସ। 

ଗତ ଜୁଲାଇ ୨୧ରେ ଦିନ ୧୦. ୩୦ ରୁ ସାଢ଼େ ଭିତରେ ୨୩୦ ଗ୍ରାମ ଗୋଲ ଲୁଟି ନେଇଥିଲେ ଅଭିଯୁକ୍ତ I ପାଖାପାଖି ଅଞ୍ଚଳରୁ ଡିଜିଟାଲ ଏଭିଡେନ୍ସ ପାଇଥିଲା I ଯେଉଁଥିରେ ଅଭିଯୁକ୍ତର ଗତିବିଧି ଉପରେ ନଜର ରଖାଯାଇଥିଲା I ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ୱେଷ୍ଟ ବେଙ୍ଗଲ,  ଅଞ୍ଚଳରେ ଏହି ଗ୍ୟାଙ୍ଗ ଅପରେଟ କରେ I ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି I ସମସ୍ତ ସୁନା ଗହଣାକୁ ନେଇ ଦୁହେଁ ବିକ୍ରି କରି ଟଙ୍କା ଆଣିଥିଲେ I ମୋଟ ୧୮ ଲକ୍ଷ ଟଙ୍କା ଜବତ କରଯାଇଛି I ଏନେଇ ପୁଲିସ କମିସନର ଏସ. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ, ଗତ ଜୁଲାଇ ୨୧ରେ ଦିନ ୧୦. ୩୦ ରୁ ସାଢ଼େ ଭିତରେ ୨୩୦ ଗ୍ରାମ ଗୋଲ ଲୁଟି ନେଇଥିଲେ ଅଭିଯୁକ୍ତ I ପାଖାପାଖି ଅଞ୍ଚଳରୁ ଡିଜିଟାଲ ଏଭିଡେନ୍ସ ପାଇଥିଲା I ଯେଉଁଥିରେ ଅଭିଯୁକ୍ତର ଗତିବିଧି ଉପରେ ନଜର ରଖାଯାଇଥିଲା I ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ୱେଷ୍ଟ ବେଙ୍ଗଲ,  ଅଞ୍ଚଳରେ ଏହି ଗ୍ୟାଙ୍ଗ ଅପରେଟ କରେ I ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି I ସମସ୍ତ ସୁନା ଗହଣାକୁ ନେଇ ଦୁହେଁ ବିକ୍ରି କରି ଟଙ୍କା ଆଣିଥିଲେ I ମୋଟ ୧୮ ଲକ୍ଷ ଟଙ୍କା ଜବତ କରଯାଇଛି I ଏନେଇ ପୁଲିସ କମିସନର ଏସ. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe