ଦୁଇଟି ୧୨ଚକିଆ  କାଠ ବୋଝେଇ ଟ୍ରକ୍ ଅଟକ

Advertisment

ଜାତୀୟ ରାଜପଥ ୨୬ ଦେଇ  ଟ୍ରକରେ କାଠ ଚୋରା ଚାଲାଣ ହେଉଥିବାର ଖବର ପାଇ ବଲାଙ୍ଗୀର ଜିଲ୍ଲାର ଦେଓଗାଁ - ଟିଟିଲାଗଡ଼ ରାସ୍ତାରେ ଦେଓଗାଁ ବନ ବିଭାଗ ଶନିବାର ରାତିରେ ଚଢାଉ କରି ଦୁଇଟି ଟ୍ରକ ଅଟକ ରଖିଛି।  

ଜାତୀୟ ରାଜପଥ ୨୬ ଦେଇ  ଟ୍ରକରେ କାଠ ଚୋରା ଚାଲାଣ ହେଉଥିବାର ଖବର ପାଇ ବଲାଙ୍ଗୀର ଜିଲ୍ଲାର ଦେଓଗାଁ - ଟିଟିଲାଗଡ଼ ରାସ୍ତାରେ ଦେଓଗାଁ ବନ ବିଭାଗ ଶନିବାର ରାତିରେ ଚଢାଉ କରି ଦୁଇଟି ଟ୍ରକ ଅଟକ ରଖିଛି।  

zx

ଦେଓଗାଁ : ଜାତୀୟ ରାଜପଥ ୨୬ ଦେଇ  ଟ୍ରକରେ କାଠ ଚୋରା ଚାଲାଣ ହେଉଥିବାର ଖବର ପାଇ ବଲାଙ୍ଗୀର ଜିଲ୍ଲାର ଦେଓଗାଁ - ଟିଟିଲାଗଡ଼ ରାସ୍ତାରେ ଦେଓଗାଁ ବନ ବିଭାଗ ଶନିବାର ରାତିରେ ଚଢାଉ କରି ଦୁଇଟି ଟ୍ରକ ଅଟକ ରଖିଛି।  ରାତି ପ୍ରାୟ ୯ ରୁ ୧୦ ଟା ସମୟ ରେ ଟ୍ରକ୍ ରେ କାଠ ଚୋରା ଚାଲାଣ ହେଉଥିବାର ଖବର ଆସିବା ପରେ ଦେଓଗାଁ ବନ ବିଭାଗର କର୍ମଚାରୀମାନେ ଟ୍ରକ ଦୁଇଟି ଯାଞ୍ଚ କରି ଦେଓଗାଁ ମେଘା ନର୍ସରୀକୁ ନେଇ ରଖିଥିବା ବିଶ୍ଵସ୍ତ ସୁତ୍ରରୁ ଜଣାପଡ଼ିଛି।

ଜାତୀୟ ରାଜପଥ ୨୬ ଦେଇ  ଟ୍ରକରେ କାଠ ଚୋରା ଚାଲାଣ ହେଉଥିବାର ଖବର ପାଇ ବଲାଙ୍ଗୀର ଜିଲ୍ଲାର ଦେଓଗାଁ - ଟିଟିଲାଗଡ଼ ରାସ୍ତାରେ ଦେଓଗାଁ ବନ ବିଭାଗ ଶନିବାର ରାତିରେ ଚଢାଉ କରି ଦୁଇଟି ଟ୍ରକ ଅଟକ ରଖିଛି।  ରାତି ପ୍ରାୟ ୯ ରୁ ୧୦ ଟା ସମୟ ରେ ଟ୍ରକ୍ ରେ କାଠ ଚୋରା ଚାଲାଣ ହେଉଥିବାର ଖବର ଆସିବା ପରେ ଦେଓଗାଁ ବନ ବିଭାଗର କର୍ମଚାରୀମାନେ ଟ୍ରକ ଦୁଇଟି ଯାଞ୍ଚ କରି ଦେଓଗାଁ ମେଘା ନର୍ସରୀକୁ ନେଇ ରଖିଥିବା ବିଶ୍ଵସ୍ତ ସୁତ୍ରରୁ ଜଣାପଡ଼ିଛି।

ଏହି ଟ୍ରକଟି ସଇଁତଲା ରେଞ୍ଜର କନ୍ଧକେଲ ଗାଁ, ବିରାଟକାନି ଦେଇ ଦେଓଗାଁ ପଟକୁ ଆସିବା ପରେ ବନ ବିଭାଗ ହାବୁଡ଼ରେ ପଡ଼ିଥିଲା। ଏନେଇ ବନ ବିଭାଗର କର୍ମଚାରୀ ମାନଙ୍କୁ ଯୋଗାଯୋଗ କଲେ ମଧ୍ୟ କୌଣସି ସୂଚନା ମିଳି ପାରି ନାହିଁ। ଏହି କାରବାର ପଛରେ ସଇଁତଳା ବନାଞ୍ଚଳର କିଛି କର୍ମଚାରୀଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ଏଣୁ ଏ ଦିଗରେ ବନ ବିଭାଗର ବରିଷ୍ଠ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe