Thieves Looted gold and silver crowns from Soro Jagannath temple Photograph: (sambad.in)
ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଅଲିପୁର ନିକଟରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଇଛନ୍ତି ଦୁର୍ବୃତ୍ତ। ବ୍ରହ୍ମପୁର ଗ୍ରାମର ବିମଳା ଜେନା ସୋରରୁ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ସେ ଅଲିପୁର ନିକଟରେ ଚାଲିଚାଲି ଯାଉଥିବା ବେଳେ ଏକ ବାଇକରେ ଦୁଇଜଣ ଯୁବକ ପଛରୁ ଆସି ବିମଳା ବେକରେ ପିନ୍ଧିଥିବା ୧୧ ଗ୍ରାମର ସୁନା ଚେନକୁ ଝାମ୍ପିନେଇ ଜାମୁଝାଡ଼ି ଅଭିମୁଖେ ଚାଲିଯାଇଥିଲେ।
ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଅଲିପୁର ନିକଟରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଇଛନ୍ତି ଦୁର୍ବୃତ୍ତ। ବ୍ରହ୍ମପୁର ଗ୍ରାମର ବିମଳା ଜେନା ସୋରରୁ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ସେ ଅଲିପୁର ନିକଟରେ ଚାଲିଚାଲି ଯାଉଥିବା ବେଳେ ଏକ ବାଇକରେ ଦୁଇଜଣ ଯୁବକ ପଛରୁ ଆସି ବିମଳା ବେକରେ ପିନ୍ଧିଥିବା ୧୧ ଗ୍ରାମର ସୁନା ଚେନକୁ ଝାମ୍ପିନେଇ ଜାମୁଝାଡ଼ି ଅଭିମୁଖେ ଚାଲିଯାଇଥିଲେ।
ଏନେଇ ବିମଳା ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us