ଧାମନଗରରେ ପୁଲିସ୍‌ର ଚଢ଼ାଉ: ୫ ଲକ୍ଷ ଟଙ୍କାର ବାଣ ଜବତ, ବନ୍ଧା ହେଲେ ୩ ଅଭିଯୁକ୍ତ

Advertisment

ଧାମନଗର ଥାନା ଅଞ୍ଚଳରେ ବେଆଇନ ଭାବରେ ବାଣ ପ୍ରସ୍ତୁତ କରୁଥିବା ବେଳେ ଧାମନଗର ପୁଲିସ୍ ଚଢ଼ାଉ କରିଛି। ଏହି ଚଢ଼ାଉରେ ୫ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଥିବା ବେଳେ ୩ ଜଣଙ୍କୁ ପୁଲିସ ଗିରଫ କରିଛି।

ଧାମନଗର ଥାନା ଅଞ୍ଚଳରେ ବେଆଇନ ଭାବରେ ବାଣ ପ୍ରସ୍ତୁତ କରୁଥିବା ବେଳେ ଧାମନଗର ପୁଲିସ୍ ଚଢ଼ାଉ କରିଛି। ଏହି ଚଢ଼ାଉରେ ୫ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଥିବା ବେଳେ ୩ ଜଣଙ୍କୁ ପୁଲିସ ଗିରଫ କରିଛି।

dhamnagar ps

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ବେଆଇନ ଭାବରେ ବାଣ ପ୍ରସ୍ତୁତ କରୁଥିବା ବେଳେ ଧାମନଗର ପୁଲିସ୍ ଚଢ଼ାଉ କରିଛି। ଏହି ଚଢ଼ାଉରେ ୫ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଥିବା ବେଳେ ୩ ଜଣଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe