ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ସରଗିପାଲି ଫାଣ୍ଡି ଅନ୍ତର୍ଗତ ଅଁଳାବାହଲର ଯୁବକ ପ୍ରକାଶ ରାଉତଙ୍କୁ ଛୁରାମାଡ଼ ହୋଇଛି। କୌଣସି ବ୍ୟକ୍ତିଗତ କଥାକୁ ନେଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ପ୍ରକାଶ ଉପକୁ ଛୁରାମାଡ଼ ହୋଇଥିଲା। ଏହି ଘଟଣାର ପୁଲିସ ତିନିଜଣଙ୍କୁ ଗିରଫ କରିଛି। ତିନିଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାଯାଇଛି।
ଯୁବକଙ୍କୁ ଛୁରାମାଡ: ୩ ଗିରଫ
Advertisment
Follow Us