Advertisment

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା: ୩ ଅଭିଯୁକ୍ତ ଅଟକ

Advertisment

ରାଜଧାନୀରେ ଯୁବକଙ୍କୁ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ୩ ଅଭିଯୁକ୍ତ ଅଟକ। ଶିବ ଶ୍ରୀଚନ୍ଦନଙ୍କୁ ପଲାଶପଲ୍ଲୀ ଲେନ ୫ ଓ ୬ ମଝି ରାସ୍ତରେ ଆକ୍ରମଣ ହୋଇଥିଲା। ଘରକୁ ଫେରିବା ବେଳେ ୩ ଦୁର୍ବୃତ୍ତ କରିଥିଲେ ଆକ୍ରମଣ।

ରାଜଧାନୀରେ ଯୁବକଙ୍କୁ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ୩ ଅଭିଯୁକ୍ତ ଅଟକ। ଶିବ ଶ୍ରୀଚନ୍ଦନଙ୍କୁ ପଲାଶପଲ୍ଲୀ ଲେନ ୫ ଓ ୬ ମଝି ରାସ୍ତରେ ଆକ୍ରମଣ ହୋଇଥିଲା। ଘରକୁ ଫେରିବା ବେଳେ ୩ ଦୁର୍ବୃତ୍ତ କରିଥିଲେ ଆକ୍ରମଣ।

ଠକେଇ ଅଭିଯୋଗ : ପୁଲିସ ଏଏସ୍‌ଆଇଙ୍କ ନାମରେ ମାମଲା ରୁଜୁ

ଭୁବନେଶ୍ବର: ରାଜଧାନୀରେ ଯୁବକଙ୍କୁ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ୩ ଅଭିଯୁକ୍ତ ଅଟକ। ଶିବ ଶ୍ରୀଚନ୍ଦନଙ୍କୁ ପଲାଶପଲ୍ଲୀ ଲେନ ୫ ଓ ୬ ମଝି ରାସ୍ତରେ ଆକ୍ରମଣ ହୋଇଥିଲା। ଘରକୁ ଫେରିବା ବେଳେ ୩ ଦୁର୍ବୃତ୍ତ କରିଥିଲେ ଆକ୍ରମଣ। ଯୁବକଙ୍କ କନ୍ଧ, ହାତ, ଜଙ୍ଘରେ ଲାଗିଥିବା ବେଳେ, ଗୁରୁତର ଭାବେ ଶିବ ହସ୍ପିଟାଲରେ ଚିକିତ୍ସତ ହେଉଛନ୍ତି। 
ଟଙ୍କା ନେଣଦେଣକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରୁଛି ପୁଲିସ। ତେବେ ଏୟାରଫିଲ୍ଡ ଥାନା ପୁଲିସ ଅଭିଯୁକ୍ତମାନଙ୍କ ଘରେ ପହଞ୍ଚି ଖୋଳତାଡ଼ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe