ବାରିପଦା ବନଖଣ୍ଡରୁ ୩ ବାଘଛାଲ ଜବତ, ୩ ଅଟକ

Advertisment

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏଵଂ ବାରିପଦା ବନଖଣ୍ଡ ଅଧିକାରୀମାନେ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ବାରିପଦା ବନଖଣ୍ଡ ଅନ୍ତର୍ଗତ ବେତନଟୀ ଏଵଂ ଖୁଣ୍ଟା ଅଞ୍ଚଳରୁ ୩ଟି ବାଘଛାଲ ଜବତ କରାଯିବା ସହ ୩ ଜଣଙ୍କୁ ଏହି ମାମଲାରେ ଅଟକ ରଖାଯାଇଛି।

tiger skin

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏଵଂ ବାରିପଦା ବନଖଣ୍ଡ ଅଧିକାରୀମାନେ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ବାରିପଦା ବନଖଣ୍ଡ ଅନ୍ତର୍ଗତ ବେତନଟୀ ଏଵଂ ଖୁଣ୍ଟା ଅଞ୍ଚଳରୁ ୩ଟି ବାଘଛାଲ ଜବତ କରାଯିବା ସହ ୩ ଜଣଙ୍କୁ ଏହି ମାମଲାରେ ଅଟକ ରଖାଯାଇଛି।

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏଵଂ ବାରିପଦା ବନଖଣ୍ଡ ଅଧିକାରୀମାନେ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ବାରିପଦା ବନଖଣ୍ଡ ଅନ୍ତର୍ଗତ ବେତନଟୀ ଏଵଂ ଖୁଣ୍ଟା ଅଞ୍ଚଳରୁ ୩ଟି ବାଘଛାଲ ଜବତ କରାଯିବା ସହ ୩ ଜଣଙ୍କୁ ଏହି ମାମଲାରେ ଅଟକ ରଖାଯାଇଛି। ଅଟକ ଥିବା ଲୋକଙ୍କ ମଧ୍ୟରେ ଜଣେ ସରକାରୀ କର୍ମଚାରୀ ଥିବା କୁହାଯାଉଛି। ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।

ଅଟକ ଥିବା ଲୋକଙ୍କ ମଧ୍ୟରେ ଜଣେ ସରକାରୀ କର୍ମଚାରୀ ଥିବା କୁହାଯାଉଛି। ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe