ଏସଆଇଙ୍କୁ ବଟି ମାଗିବା ପଡ଼ିଲା ମହଙ୍ଗା, ବନ୍ଧା ହେଲେ ୩ ଯୁବକ

Advertisment

ବାଲେଶ୍ୱର ଜିଲ୍ଲା ଖଇରା ଥାନାର ଏସଆଇ ସଂଜୀବ ଖୁଣ୍ଟିଆଙ୍କୁ ବଟି ମାଗିବା ପଡ଼ିଲା ମହଙ୍ଗା l ବନ୍ଧା ହେଲେ ୩ ଯୁବକ। ଗିରଫ ତିନି ଯୁବକଙ୍କ ନିକଟରୁ ଗୋଟିଏ ବନ୍ଧୁକ, ନଗଦ ୭ଶହ ଟଙ୍କା ସମେତ କିଛି ମାରଣାସ୍ତ୍ର ଜବତ ହୋଇଛି l

ବାଲେଶ୍ୱର ଜିଲ୍ଲା ଖଇରା ଥାନାର ଏସଆଇ ସଂଜୀବ ଖୁଣ୍ଟିଆଙ୍କୁ ବଟି ମାଗିବା ପଡ଼ିଲା ମହଙ୍ଗା l ବନ୍ଧା ହେଲେ ୩ ଯୁବକ। ଗିରଫ ତିନି ଯୁବକଙ୍କ ନିକଟରୁ ଗୋଟିଏ ବନ୍ଧୁକ, ନଗଦ ୭ଶହ ଟଙ୍କା ସମେତ କିଛି ମାରଣାସ୍ତ୍ର ଜବତ ହୋଇଛି l

New Project (4)

ସୋର: ପୁଲିସକୁ ବଟି ମାଗିବା ପଡ଼ିଲା ମହଙ୍ଗା l ବନ୍ଧା ହେଲେ ୩ ଯୁବକ। ଗିରଫ ତିନି ଯୁବକଙ୍କ ନିକଟରୁ ଗୋଟିଏ ବନ୍ଧୁକ, ନଗଦ ୭ଶହ ଟଙ୍କା ସମେତ କିଛି ମାରଣାସ୍ତ୍ର ଜବତ ହୋଇଛି l

ବାଲେଶ୍ୱର ଜିଲ୍ଲା ଖଇରା ଥାନାର ଏସଆଇ ସଂଜୀବ ଖୁଣ୍ଟିଆ ଗତକାଲି ବିଳମ୍ବିତ ରାତିରେ ସାଦା ପୋଷାକରେ ବାଇକରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ବରପଦା ଛକ ନିକଟରେ ୩ଜଣ ଯୁବକ ସଂଜୀବଙ୍କ ଗାଡ଼ିକୁ ଅଟକାଇ ଟଙ୍କା ମାଗିଥିଲେ l ଫଳରେ ସଂଜୀବ ସଙ୍ଗେ ସଙ୍ଗେ ଖଇରା ଆଇଆଇସି ଶୁଚନ୍ଦ୍ର ମହାଳିକଙ୍କୁ ଖବର ଦେଇଥିଲେ l ଆଇଆଇସି ସଙ୍ଗେ ସଙ୍ଗେ ଏକ ଟିମ୍ ନେଇ ଉକ୍ତ ସ୍ଥାନରେ ପହଞ୍ଚି ଯୁବକ ୩ଜଣଙ୍କୁ କାବୁ କରିଥିଲେl ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୭ ଶହ ଟଙ୍କା, ଏକ ପଲସର ବାଇକ ସମେତ କିଛି ମାରଣାସ୍ତ୍ର ଜବତ କରି ଆଜି କୋର୍ଟ ଚାଲାଣ କରିଛନ୍ତି l

ବାଲେଶ୍ୱର ଜିଲ୍ଲା ଖଇରା ଥାନାର ଏସଆଇ ସଂଜୀବ ଖୁଣ୍ଟିଆ ଗତକାଲି ବିଳମ୍ବିତ ରାତିରେ ସାଦା ପୋଷାକରେ ବାଇକରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ବରପଦା ଛକ ନିକଟରେ ୩ଜଣ ଯୁବକ ସଂଜୀବଙ୍କ ଗାଡ଼ିକୁ ଅଟକାଇ ଟଙ୍କା ମାଗିଥିଲେ l ଫଳରେ ସଂଜୀବ ସଙ୍ଗେ ସଙ୍ଗେ ଖଇରା ଆଇଆଇସି ଶୁଚନ୍ଦ୍ର ମହାଳିକଙ୍କୁ ଖବର ଦେଇଥିଲେ l ଆଇଆଇସି ସଙ୍ଗେ ସଙ୍ଗେ ଏକ ଟିମ୍ ନେଇ ଉକ୍ତ ସ୍ଥାନରେ ପହଞ୍ଚି ଯୁବକ ୩ଜଣଙ୍କୁ କାବୁ କରିଥିଲେl ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୭ ଶହ ଟଙ୍କା, ଏକ ପଲସର ବାଇକ ସମେତ କିଛି ମାରଣାସ୍ତ୍ର ଜବତ କରି ଆଜି କୋର୍ଟ ଚାଲାଣ କରିଛନ୍ତି l ଏହି ତିନି ଜଣ ଯୁବକ ସୋର ଔପଦା ଖଇରା ଓ ଭୁବନେଶ୍ୱରର ବିଭିନ୍ନ ଥାନାରେ ମାମଲା ଥିବା ସୂଚନା ମିଳିଛି l ବିଶେଷ କରି ରାସ୍ତାରେ ଯାଉଥିବା ପଥଚାରୀମାନଙ୍କୁ ଟାର୍ଗେଟ କରି ଛିନତାଇ ଓ ଲୁଟ୍ କରିଥାନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe