ଟଙ୍କା ଛଡ଼ାଇବାକୁ ବିଫଳ ହେବାରୁ ଯୁବକଙ୍କୁ ଗୁଳିମାଡ କଲେ ୩ ଦୁର୍ବୃତ୍ତ

Advertisment

ବ୍ୟାଙ୍କକୁ ଟଙ୍କା ଜମା ପାଇଁ ଯିବାବେଳେ ଯୁବକଙ୍କୁ ଗୁଳିମାଡ କଲେ ୩ ଦୁର୍ବୃତ୍ତ | ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ କୁଚେଇ ନିକଟ ୧୮ନଂ ଜାତୀୟ ରାଜପଥରେ ଜଗନ୍ନାଥପୁର ନିକଟରେ ଏହି ଗୁଳିକାଣ୍ଡ ଘଟିଛି |

ବ୍ୟାଙ୍କକୁ ଟଙ୍କା ଜମା ପାଇଁ ଯିବାବେଳେ ଯୁବକଙ୍କୁ ଗୁଳିମାଡ କଲେ ୩ ଦୁର୍ବୃତ୍ତ | ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ କୁଚେଇ ନିକଟ ୧୮ନଂ ଜାତୀୟ ରାଜପଥରେ ଜଗନ୍ନାଥପୁର ନିକଟରେ ଏହି ଗୁଳିକାଣ୍ଡ ଘଟିଛି |

ff5ce143-7525-404e-a8ad-60dd98f48369 (1)

ମୟୁରଭଞ୍ଜ: ବ୍ୟାଙ୍କକୁ ଟଙ୍କା ଜମା ପାଇଁ ଯିବାବେଳେ ଯୁବକଙ୍କୁ ଗୁଳିମାଡ କଲେ ୩ ଦୁର୍ବୃତ୍ତ | ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ କୁଚେଇ ନିକଟ ୧୮ନଂ ଜାତୀୟ ରାଜପଥରେ ଜଗନ୍ନାଥପୁର ନିକଟରେ ଏହି ଗୁଳିକାଣ୍ଡ ଘଟିଛି |

୩ ଦୁର୍ବୃତ୍ତ ଜଣେ ମଦଭାଟି ମ୍ୟାନେଜରଙ୍କ ନିକଟରୁ ଟଙ୍କା ବ୍ୟାଗ ଛଡାଇବାକୁ ବିଫଳ ପରେ ୫ରାଉଣ୍ଡ ଗୁଳି ଫୁଟାଇଥିଲେ | ଆଉ ଏହି ଘଟଣାରେ ମ୍ୟାନେଜର ଗୁରୁତର ଅବସ୍ଥାରେ ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ଘଟଣାରେ ଆଉ ୩ ଜଣ ବି ଆହତ ହୋଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe