ମୋଟୁରୁ ୧୦ ଲକ୍ଷ ଟଙ୍କାର ଜୀବନ୍ତ କଇଁଛ ଉଦ୍ଧାର, ଦୁଇ ଗିରଫ

Advertisment

ଆନ୍ଧ୍ରରୁ କାଲିମେଳା ଅଞ୍ଚଳକୁ ଏହି କଇଁଛ ଚୋରା ଚାଲାଣ ହେଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମୋଟୁ ତନଖି ଫାଟକ ନିକଟରୁ ମୋଟୁ ବନ ବିଭାଗ ଦ୍ୱାରା ଜବତ ହୋଇଛନ୍ତି ୩୦୦ରୁ ଅଧିକ ଜୀବନ୍ତ କଇଁଛ | ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଛି |

ଆନ୍ଧ୍ରରୁ କାଲିମେଳା ଅଞ୍ଚଳକୁ ଏହି କଇଁଛ ଚୋରା ଚାଲାଣ ହେଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମୋଟୁ ତନଖି ଫାଟକ ନିକଟରୁ ମୋଟୁ ବନ ବିଭାଗ ଦ୍ୱାରା ଜବତ ହୋଇଛନ୍ତି ୩୦୦ରୁ ଅଧିକ ଜୀବନ୍ତ କଇଁଛ | ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଛି |

bhi

କାଲିମେଳା: ମୋଟୁ ନିକଟରୁ ୧୦ ଲକ୍ଷ ଟଙ୍କାର ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ଏହି ମାମଲାରେ  ଦୁଇଜଣଙ୍କୁ ଗିରଫ କରାଯାଇଛି |  ଆନ୍ଧ୍ରରୁ କାଲିମେଳା ଅଞ୍ଚଳକୁ ଏହି କଇଁଛ ଚୋରା ଚାଲାଣ ହେଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମୋଟୁ ତନଖି ଫାଟକ ନିକଟରୁ ମୋଟୁ ବନ ବିଭାଗ ଦ୍ୱାରା ଜବତ ହୋଇଛନ୍ତି ୩୦୦ରୁ ଅଧିକ ଜୀବନ୍ତ କଇଁଛ |

ଆନ୍ଧ୍ରରୁ କାଲିମେଳା ଅଞ୍ଚଳକୁ ଏହି କଇଁଛ ଚୋରା ଚାଲାଣ ହେଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମୋଟୁ ତନଖି ଫାଟକ ନିକଟରୁ ମୋଟୁ ବନ ବିଭାଗ ଦ୍ୱାରା ଜବତ ହୋଇଛନ୍ତି ୩୦୦ରୁ ଅଧିକ ଜୀବନ୍ତ କଇଁଛ | ମାଛ ଗାଡ଼ିରେ ଚାଲାଣ ହେଉଥିଲା ଏହି ସବୁ କଇଁଛ | ଗୋଟିଏ ପିକ ଅପ ଗାଡ଼ି ସହ ଦୁଇଟି ବାଇକକୁ ଜବତ କରିବାରେ ସଫଳ ହୋଇଛି ବନ ବିଭାଗ | ଏହି ଚୋରାଚାଲାଣରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ କରୁଛି ମୋଟୁ ବନ ବିଭାଗ |

bhi

ମାଛ ଗାଡ଼ିରେ ଚାଲାଣ ହେଉଥିଲା ଏହି ସବୁ କଇଁଛ | ଗୋଟିଏ ପିକ ଅପ ଗାଡ଼ି ସହ ଦୁଇଟି ବାଇକକୁ ଜବତ କରିବାରେ ସଫଳ ହୋଇଛି ବନ ବିଭାଗ | ଏହି ଚୋରାଚାଲାଣରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ କରୁଛି ମୋଟୁ ବନ ବିଭାଗ | କାଲିମେଳା ଅଞ୍ଚଳ ରେ କଇଁଛ ମାଂସର ଚାହିଦା ଅଧିକ ଥିବାରୁ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରୁ ଚୋରାରେ କଇଁଛ ଚାଲାଣ କରାଯାଉଛି|

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe