କଟକ ମହାନଗର ନିଗମର ୩୩ତମ ସାଧାରଣ ଅଧିବେଶନ: ଆରମ୍ଭରୁ ହୋହାଲ୍ଲା ଓ ଧାରଣା

Advertisment

ଆଜି କଟକ ମହାନଗର ନିଗମର ୩୩ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଛି। ଅଧିବେଶନ ଆରମ୍ଭରୁ ହୋହାଲ୍ଲା ଆରମ୍ଭ ହୋଇଛି। ବିରୋଧୀ ବିଜେପି ଓ କଂଗ୍ରେସ କର୍ପୋରେଟର ମେୟରଙ୍କୁ ଘେରିଛନ୍ତି ।

ଆଜି କଟକ ମହାନଗର ନିଗମର ୩୩ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଛି। ଅଧିବେଶନ ଆରମ୍ଭରୁ ହୋହାଲ୍ଲା ଆରମ୍ଭ ହୋଇଛି। ବିରୋଧୀ ବିଜେପି ଓ କଂଗ୍ରେସ କର୍ପୋରେଟର ମେୟରଙ୍କୁ ଘେରିଛନ୍ତି ।

CMC_1620086237

କଟକ: ଆଜି କଟକ ମହାନଗର ନିଗମର ୩୩ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଛି। ଅଧିବେଶନ ଆରମ୍ଭରୁ ହୋହାଲ୍ଲା ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରୁ କଂଗ୍ରେସର କିଛି କର୍ପୋରେଟର ମେୟର ସୁବାସ ସିଂହଙ୍କୁ ଘେରିଥିଲେ।  ୱାର୍ଡରେ ଯେତେବେଳେ କୌଣସି ସରକାରୀ କାର୍ଯ୍ୟକ୍ରମ ହେଉଛି ସେତେବେଳେ କଂଗ୍ରେସର କର୍ପୋରେଟରମାନଙ୍କୁ ଡକା ଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ କର୍ପୋରେଟର।

ବିଜେପିର ମଧ୍ୟ କିଛି କର୍ପୋରେଟର ମହାନଗର ନିଗମରେ ଦୁର୍ନୀତି ହୋଇଛି କହି ମେୟରଙ୍କୁ ଘେରିଛନ୍ତି।୧୮ ନମ୍ବର ୱାର୍ଡର କର୍ପୋରେଟର ନିଜ ୱାର୍ଡରେ କିଛି କାର୍ଯ୍ୟ ହେଉନାହିଁ ବୋଲି ଦର୍ଶାଇ ଅଧିବେଶନ କକ୍ଷରେ ଧାରଣାରେ ବସିଛନ୍ତି। ଆରମ୍ଭରୁ ହୋହାଲ୍ଲା ହୋଇଥିବାରୁ ଠିକ୍ ଭାବରେ ସାଧାରଣ ଅଧିବେଶନ ଚାଲି ପାରୁନାହିଁ।

ସେହିପରି ବିଜେପିର ମଧ୍ୟ କିଛି କର୍ପୋରେଟର ମହାନଗର ନିଗମରେ ଦୁର୍ନୀତି ହୋଇଛି କହି ମେୟରଙ୍କୁ ଘେରିଛନ୍ତି।୧୮ ନମ୍ବର ୱାର୍ଡର କର୍ପୋରେଟର ନିଜ ୱାର୍ଡରେ କିଛି କାର୍ଯ୍ୟ ହେଉନାହିଁ ବୋଲି ଦର୍ଶାଇ ଅଧିବେଶନ କକ୍ଷରେ ଧାରଣାରେ ବସିଛନ୍ତି। ଆରମ୍ଭରୁ ହୋହାଲ୍ଲା ହୋଇଥିବାରୁ ଠିକ୍ ଭାବରେ ସାଧାରଣ ଅଧିବେଶନ ଚାଲି ପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe