ଓଲଟିଲା ଅଟୋ: ୪ ଆହତ, ତିନି ଗୁରୁତର

Advertisment

ଏକ ଯାତ୍ରୀବାହି ଅଟୋ ଓଲଟି ପଡିବାରୁ ଆଜି ସକାଳେ ୬ ଜଣ ମହିଳାଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

ଏକ ଯାତ୍ରୀବାହି ଅଟୋ ଓଲଟି ପଡିବାରୁ ଆଜି ସକାଳେ ୬ ଜଣ ମହିଳାଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

autoacc

representative

ରାଉରକେଲା : ଏକ ଯାତ୍ରୀବାହି ଅଟୋ ଓଲଟି ପଡିବାରୁ ଆଜି ସକାଳେ ୬ ଜଣ ମହିଳାଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ବଣାଇ ଉପଖଣ୍ଡ ମହୁଲପଦା ଥାନା ଦେଲାସରାଇ ଅଞ୍ଚଳରେ ଘଟିଛି।

କାମ କରିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା। ଫଳରେ ଅଟୋରେ ୭ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ବୁଦୁନି ମୁଣ୍ଡା , ଦ୍ରୌପଦୀ ମୁଣ୍ଡା , ଶ୍ରୀଧର ମୁଣ୍ଡାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ଲାଗି ରାଉରକେଲା ସ୍ଥାନାନ୍ତର କରାଯାଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe