ଲାଠି ଗାଁ ଛକରେ ଭୟାବହ ଅଗ୍ନିକାଣ୍ଡ, ୪ଦୋକାନ ଜଳିପୋଡ଼ି ପାଉଁଶ

ବ୍ରହ୍ମପୁର ଉପକଣ୍ଠ ଲାଠି ଗାଁ ଛକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସେଠାରେ ବିହାରୀ ଦୋକାନରେ ଗ୍ୟାସ ଟାଙ୍କି ଥିଲା। ରାତି ପ୍ରାୟ ୨ଟା ରେ ତାହା ବ୍ଲାଷ୍ଟ୍ ହୋଇଥିଲା। ଏହାଫଳରେ ୪ ଟି ଦୋକାନ ଜଳିଯାଇଥିବା ସୂଚନା ରହିଛି।

zx

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଲାଠି ଗାଁ ଛକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସେଠାରେ ବିହାରୀ ଦୋକାନରେ ଗ୍ୟାସ ଟାଙ୍କି ଥିଲା। ରାତି ପ୍ରାୟ ୨ଟା ରେ ତାହା ବ୍ଲାଷ୍ଟ୍ ହୋଇଥିଲା। ଏହାଫଳରେ ୪ ଟି ଦୋକାନ ଜଳିଯାଇଥିବା ସୂଚନା ରହିଛି। ଏଥିରେ ବିହାରୀ ଦୋକାନ, ପରିବା ଦୋକାନ, ସାଇକଲ ମାର୍ଟ
ଓ ଏକ ଜଳଖିଆ ଦୋକାନ ପୋଡ଼ିପାଉଁଶ ହୋଇଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ କେହି ବି ମୃତାହତ ହୋଇନଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe