ଭୁବନେଶ୍ବର: କମିଶନରେଟ ପୁଲିସ ପଞ୍ଝରେ ଚେନ ଲୁଟେରା ଗ୍ୟାଙ୍ଗ। କଟକ ଓ ଭୁବନେଶ୍ବରରୁ ଚେନ ଛିନତାଇ କରୁଥିବା ୪ଜଣଙ୍କୁ କାବୁ କଲା ସ୍ପେଶାଲ୍ ସ୍କ୍ବାଡ। ସୁରତରୁ ଆସି ଓଡ଼ିଶାରେ ଲୁଟ କରୁଥିଲେ ଲୁଟେରା। ପଲ୍ସର୍ ବାଇକ୍ ରେ ଆସି ଯୁବତୀ ଓ ମହିଳାଙ୍କୁ ଟାର୍ଗେଟ କରୁଥିଲେ ସେମାନେ।
ଲୁଟ୍ କରୁଥିବା ସୁନା ଚେନକୁ ବିକ୍ରି ନକରି ଲୁଟେରା ଗ୍ୟାଙ୍ଗ ବନ୍ଧା ପକେଇ ଟଙ୍କା ଆଣୁଥିଲେ। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାଳମାଳ ମାମଲା ରହିଛି।ସେମାନଙ୍କ ନିକଟରୁ ୮ଟି ସୁନା ଚେନ ଜବତ କରାଯାଇଛି।
Follow Us