ତତଲା ଖରାରେ ଖେଳିବା କାଳ ହେଲା, ଭୁବନର ୪ ଛାତ୍ରୀ ଗୁରୁତର

Advertisment

ଫାଲଗୁନ ମାସରେ ୨ୟ ସପ୍ତାହରେ ଟାଇଁଟାଇଁ  ଖରାରେ ୪୦ ମିନିଟ ଖେଳିବା ଛାତ୍ରୀମାନଙ୍କ ପାଇଁ କାଳ ହେଲା।  ଭୁବନ ବ୍ଲକ  ପୁରୁଷୋତ୍ତମପୁର  ଗ୍ରାମରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ  ଶ୍ରେଣୀର ଛାତ୍ରୀମାନେ ଖେଳୁଥିଲେ

ଫାଲଗୁନ ମାସରେ ୨ୟ ସପ୍ତାହରେ ଟାଇଁଟାଇଁ  ଖରାରେ ୪୦ ମିନିଟ ଖେଳିବା ଛାତ୍ରୀମାନଙ୍କ ପାଇଁ କାଳ ହେଲା।  ଭୁବନ ବ୍ଲକ  ପୁରୁଷୋତ୍ତମପୁର  ଗ୍ରାମରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ  ଶ୍ରେଣୀର ଛାତ୍ରୀମାନେ ଖେଳୁଥିଲେ

xc

ଭୁବନ: ଫାଲଗୁନ ମାସରେ ୨ୟ ସପ୍ତାହରେ ଟାଇଁଟାଇଁ  ଖରାରେ ୪୦ ମିନିଟ ଖେଳିବା ଛାତ୍ରୀମାନଙ୍କ ପାଇଁ କାଳ ହେଲା।  ଭୁବନ ବ୍ଲକ  ପୁରୁଷୋତ୍ତମପୁର  ଗ୍ରାମରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ  ଶ୍ରେଣୀର ଛାତ୍ରୀମାନେ ଖେଳୁଥିଲେ। ହଠାତ୍ କିଏ  ପାଇଖାନାରେ ପଡ଼ିଗଲେ ତ  କିଏ  ବାରଣ୍ଡା ରେ ଆଉ କିଏ  କ୍ଲାସ୍ ରୁମ୍ ରେ।

 ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନ ଡାକ୍ତରଖାନାକୁ ଅଣା ଯାଇ ଚିକିତ୍ସା ଜାରି ରହିଛି ବୋଲି କହିଛନ୍ତି ମେଡିକାଲ ଅଫିସର ରମେଶ ଚନ୍ଦ୍ର ସାହୁ। ଛାତ୍ରୀମାନେ ହେଲେ ପାୟଲ ମିଶ୍ର,  ସୋନାଲି ବେହେରା, ଦୀପ୍ତିମୟୀ ପୃଷ୍ଟି, ସୁଶ୍ରୀ ସୀମରନ ସାହୁ। ସମସ୍ତେ ୬ଷ୍ଠ  ଶ୍ରେଣୀର ଛାତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe